fbpx
Browsing Category

Top Stories

ହୋଟେଲ ରୁମରେ କାହିଁକି ବିଛାଯାଇଥାଏ ହ୍ୱାଇଟ୍ ବେଡସିଟ୍ ? ଜାଣନ୍ତୁ ଏହାର କାରଣ

ହୋଟେଲମାନଙ୍କରେ ପ୍ରାୟତଃ ଧଳା ବେଡସିଟ୍ ବିଛାଯାଇଥିବା ଆପଣମାନେ ନିଶ୍ଚିତ ଦେଖିଥିବେ । ସମସ୍ତ ହୋଟେଲରେ ଧଳା ଚାଦର କାହିଁକି ବିଛାଯାଇଥାଏ ବୋଲି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଉଠିଥିବ । ତେବେ ଆସନ୍ତୁ ଜାଣିବା…

Video: ଫେକ୍ ନ୍ୟୁଜ୍‌କୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ-ତଥ୍ୟ ଯାଞ୍ଚ ନକରି ମେସେଜ୍ ଫରୱାଡ୍ କରନ୍ତୁ ନାହିଁ

ନୁଆଦିଲ୍ଲୀ: ହରିୟାଣାର ସୂରଜକୁଣ୍ଡରେ ଆୟୋଜିତ ରାଜ୍ୟମାନଙ୍କର ଗୃହମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା…

SBI-HDFC-ICICI ବ୍ୟାଙ୍କର ଲୋକଙ୍କ ପାଇଁ ବଡ଼ ଖବର: ଆଗୁଆ ଜାଣିରଖନ୍ତୁ, ନଚେତ୍…

ନୂଆଦିଲ୍ଲୀ: ସେପ୍ଟେମ୍ବର ପରେ ଅକ୍ଟୋବର ମାସ ମଧ୍ୟ ବିତିବାକୁ ଯାଉଛି । ଏହି ୨ ମାସ ଭିତରେ ଗୋଟିଏ ଗୋଟିଏ ପର୍ବ-ପର୍ବାଣି ଯୋଗୁଁ ଅନେକ ଛୁଟି ରହିଥିଲା । କିନ୍ତୁ ନଭେମ୍ବରରେ ମାତ୍ର ୧୦ ଦିନ ଏପରି ରହିଛି, ଯେଉଁଥିରେ…

ମୋ ବାପା ୫୦ରୁ ୭୦ ଜଣ ମହିଳାଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଛନ୍ତି: ଭୟଙ୍କର ଖୁଲାସା କଲେ ଜଣେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କର ବାପାଙ୍କୁ ନେଇ ଏକ ଭୟଙ୍କର ଖୁଲାସା କରିଛନ୍ତି । ମହିଳାଙ୍କ ମୁତାବକ, ତାଙ୍କ ବାପା ଜଣେ ସିରିୟଲ କିଲର ଥିଲେ । ସେ ୫୦ରୁ ଅଧିକ ମହିଳାଙ୍କୁ ହତ୍ୟା କରି କୂଅ ମଧ୍ୟକୁ ଫିଙ୍ଗି ଦେଇଥିଲେ ।…

‘କର ବା ମର’ ସ୍ଥିତିରେ ଇଂଲଣ୍ଡ-ଅଷ୍ଟ୍ରେଲିଆ: ମ୍ୟାଚ ଉପରେ ଘେରି ରହିଛି କଳାବାଦଲ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଆୟୋଜକ ଅଷ୍ଟ୍ରେଲିଆ ଏବେ ଟୁର୍ଣ୍ଣାମେଣ୍ଟରେ ସଙ୍ଗୀନ ସ୍ଥିତିରେ ରହିଛି । ପ୍ରଥମ ମ୍ୟାଚରେ ପରାଜୟ ପରେ ଦଳ ପାଇଁ ସେମିଫାଇନାଲ ରାସ୍ତା ଆହୁରି କଠିନ ହୋଇଯାଇଛି । ଦିନିକିଆ ବିଶ୍ୱ…

ମଣିଷର ବ୍ରେନକୁ ସ୍କାନିଂ କରି ଭାବନାକୁ ପଢ଼ିହେବ: ବୈଜ୍ଞାନିକଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ: ମଣିଷର ବ୍ରେନ ଉପରେ ବୈଜ୍ଞାନିକମାନେ ସର୍ବଦା ରିସର୍ଚ୍ଚ ଚଳାଇ ଆସିଛନ୍ତି । ତେବେ ଏନେଇ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ମଧ୍ୟ ଆସିଥାଏ । ତେବେ ବ୍ରେନ ସ୍କାନିଂ ମାଧ୍ୟମରେ ମଣିଷର ଭାବନାକୁ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ: କ୍ରିପ୍ଟୋ ଲିଙ୍କ ଥିବା ସୂଚନା!

ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ହୋଇଛି ରେଡ୍ । ଆରଡବ୍ଲୁଏସଏସ ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Sexotortionରୁ କେମିତି ମିଳିବ ରକ୍ଷା? ଭିଡିଓ କଲ ପରେ ବ୍ଲାକମେଲ କରୁଛି ସୋସିଆଲ ମିଡିଆ ଗାର୍ଲଫ୍ରେଣ୍ଡ

ଆଜିକାଲି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ରହିଛି । ଅଧିକାଂଶ ଲୋକ ଏହାଦ୍ୱାରା ଅନଲାଇନ ଡେଟିଂ ମଧ୍ୟ କରୁଥିବାର ଦେଖାଯାଇଛି । ତେବେ ଏହି ଅନଲାଇନ ଡେଟିଂ ପ୍ଲାଟଫର୍ମରେ କିଛି ଲୋକ ନାନା ସମସ୍ୟାର ସମ୍ମୁଖୀନ…

ବାହାରକୁ ବାହାରି ଆସୁଛି ଆଖି ଡୋଳା: ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେଲା ଯୁବକଙ୍କ ଏମିତି ଟାଲେଣ୍ଟ

ନୂଆଦିଲ୍ଲୀ: ଦୁନିଆରେ ନାଁ କମାଇବା କିମ୍ବା ରେକର୍ଡ ସୃଷ୍ଟି କରିବା ସେତେଟା ସହଜ ନୁହେଁ । ଏହା ଭିତରେ ବିଶ୍ୱ ରେକର୍ଡ କରିବା ଏବେ ଆହୁରି ମୁସ୍କିଲ ହୋଇଯାଉଛି । କାରଣ ବିଶ୍ୱରେ ଏବେ ଅନେକ ଟାଲେଣ୍ଟ ଏବଂ ଅଦ୍ଭୁତ କଳାରେ…

Staff Selection Commission ତରଫରୁ ବାହାରିଲା ୨୪,୩୬୯ଟି ପଦବୀ: ମାଟ୍ରିକ ପାସ୍ ପିଲାଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ୨୪ ହଜାର ୩୬୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସିଏପିଏଫ, ଏସଏସଏଫ ଓ…