Browsing Category
Top Stories
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ରାଷ୍ଟ୍ରପତିଙ୍କ ଦୁଇ ଦିନର କାର୍ଯ୍ୟସୂଚୀ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ସାରଣୀ ପ୍ରସ୍ତୁତ…
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ହଙ୍ଗାମା, ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ
ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତର ରବିନ୍ଦ୍ର ଜାଡେଜା ପ୍ରଚଣ୍ଡ ଫର୍ମ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତ ସମସ୍ୟାରୁ ମୁକୁଳିବା ପରେ ଜାଡେଜା ତାଙ୍କର…
(Video) ରାତି ୩ଟାରେ ଚାଲିଥିଲା ମେଳା, ଏକତ୍ର ହୋଇଥିଲେ ୧୫ ହଜାର ଲୋକ, ହଠାତ୍ ଗହଳି ଭିତରକୁ ପଶିଗଲା ଏକ ଷଣ୍ଢ
ନୂଆଦିଲ୍ଳୀ: ଅନେକ ସମୟରେ କିଛି ମେଳା, ମହୋତ୍ସବ ଭଳି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ କିଛି ଅଘଟଣ ଘଟିଥାଏ । ତେବେ ନିକଟରେ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ମେଳାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା…
ଭାରତରେ ପ୍ରଥମ! ଜାମ୍ମୁ ଏବଂ କାଶ୍ମୀରରେ ମିଳିଲା ୫.୯ ନିୟୁତ ଟନ୍ର ଲିଥିୟମ୍ ଜମା, ନିଶ୍ଚିତ କଲେ ସରକାର
ନୂଆଦିଲ୍ଲୀ: ଭାରତୀୟ ଭୁତତ୍ୱ ସର୍ବେକ୍ଷଣ (ଜିଏସ୍ଆଇ) ପ୍ରଥମ ଥର ପାଇଁ ଭାରତରେ ଲିଥିୟମ୍ ଖଣି ଠାବ କରିଛନ୍ତି। ଏନେଇ ଖଣିଜ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଛି। ଖଣିଜ ମନ୍ତ୍ରଣାଳୟ କହିଛି ଯେ, ଜାମ୍ମୁ କାଶ୍ମୀରର…
Deputy CMଙ୍କୁ ପିଙ୍କିର ଚିଠି: ‘ପ୍ରିୟ ତେଜସ୍ୱୀ ଜୀ, ମୋର One Sided Love, ଚାକିରି ନାହିଁ, ମ୍ୟାରେଜ୍ କେମିତି କରିବି’
ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ରାଜନେତା, ଅଭିନେତାଙ୍କ ପାଖକୁ କେହି କେହି ଚିଠି ଲେଖିଥାନ୍ତି । ଏପରିକି ଏହି ଚିଠି ମଧ୍ୟ ସୋସିଆଲ ମିଡ଼ିଆରେ ବେଳେବେଳେ ଭାଇରାଲ ହୋଇଯାଇଥାଏ । ନିକଟରେ ଏଭଳି ଏକ ଚିଠି ଲେଖାଯାଇଛି…
Mission Shakti ପକ୍ଷରୁ ବାହାରିଲା ଅନେକ ପଦବୀ: ଆସନ୍ତା ୨୨ ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମିଶନ ଶକ୍ତି ଫେଡେରେସନ ସୁନ୍ଦରଗଡ଼ ପକ୍ଷରୁ ୧୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ ।…
ଫେବୃଆରୀ ୧୪ ରେ ଭୁବନେଶ୍ୱର ଆୟୋଜନ ହେବ ନିଯୁକ୍ତି ମେଳା, ଅନେକ ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଆସନ୍ତା ୧୪ ତାରିଖ କାର୍ଯ୍ୟାଳୟ ପରିସରରେ ଏକ ନିଯୁକ୍ତି ମେଳାର ଆୟୋଜନ ହେବ। ଏଥିରେ ଶ୍ରବଣ ଶକ୍ତି…
ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି । ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଓଡ଼ିଶା ହାଇକୋର୍ଟର ପୁର୍ବତ୍ତନ…
କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ସୁରକ୍ଷା ପାଠ ବାଧ୍ୟତାମୂଳକ: ମାର୍ଗଦର୍ଶିକା ଜାରି କଲା UGC
ନୂଆଦିଲ୍ଲୀ: ଦେଶରେ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଆଗକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ପରିବେଶ…
ସ୍କୁଲ ଯାଇ ଘରକୁ ଫେରିଲାନି ସନ୍ତାନ: ମାଡ଼ି ଆସିଲା କାଳ, ଅକାଳରେ ଝଡ଼ିଗଲା ୮ ଜଣ ନିରୀହ ଶିଶୁଙ୍କ ଜୀବନ
ନୂଆଦିଲ୍ଲୀ: କଥାରେ ଅଛି ‘ବିଧିର ବିଧାନ କେ କରିବ ଆନ ।’ ଆଜି ମାଆ କାନ୍ଦୁଛି ତା’ ସନ୍ତାନ ପାଇଁ । ସନ୍ତାନ ଯାଇଥିଲା ସ୍କୁଲକୁ ପାଠ ପଢ଼ିବା ପାଇଁ । ମାତ୍ର ଆଉ ଘରକୁ ଫେରିଲାନି । ଏପରି ଜଣେ ନୁହେଁ, ୮ ଜଣ ସନ୍ତାନ…