fbpx
BSKY SKY
BSKY SKY
Browsing Category

Top Stories

ବିପଦରେ କମ୍ପ୍ୟୁଟର ଏବଂ ଲାପଟପ୍ ୟୁଜର, ସରକାର ଦେଲେ କ୍ରିଟିକାଲ ସିକ୍ୟୁରିଟୀ ୱାର୍ଣ୍ଣିଂ: ବ୍ୟାପକ କ୍ଷତି ହେବାର ଆଶଙ୍କା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୱିଣ୍ଡୋ ବ୍ୟବହାରକାରୀମାନେ ପୁଣି ଥରେ ଏକ ବଡ଼ ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି । ମାଇକ୍ରୋସଫ୍ଟ ୱିଣ୍ଡୋ ବ୍ୟବହାରକାରୀଙ୍କ ପାଇଁ ସରକାରୀ ଏଜେନ୍ସି ସିଇଆରଟି-ଆଇଏନ (ଭାରତୀୟ କମ୍ପ୍ୟୁଟର…

ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ: ଷୋଡ଼ଶ ଅର୍ଥକମିଶନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନ୍‍ଗାରିୟା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ…

ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ: ଜଣେ ନକ୍ସଲ ମୃତ

ଓଡିଶା ଭାସ୍କର: ମାଲକାନାଗିରି ସୀମାରେ ନକ୍ସଲ ମୁକାବିଲା କ୍ଷେତ୍ରରେ ପୋଲିସକୁ ମିଳିଛି ଏକ ବଡ ସଫଳତା । ପୋଲିସ ଗୁଳିରେ ଜଣେ ନକ୍ସଲ ଆହତ ହୋଇଛି । ନକ୍ସଲଙ୍କ ସମ୍ପର୍କରେ ଛତିଶଗଡ ସୁକମା ଜିଲ୍ଲାର ଏସପି କିରଣ ଚୌହାନ…

ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…

କର୍ଣ୍ଣାଟକ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ୧ କୋଟି ୧ ଲକ୍ଷ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ କାରଣରୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି ନିୟମରେ ଖିଲାପୀ କାରଣରୁ…

କାହିଁ ନକଲି ପନିର ତ ଖାଉନାହାନ୍ତି ଆପଣ? ଜାଣନ୍ତୁ କିପରି ଚିହ୍ନିବେ ଅସଲି-ନକଲି

ଓଡ଼ିଶା ଭାସ୍କର:ପନିର ତରକାରୀ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ଘରକୁ ଯେତେବେଳେ ବି ଅତିଥି ଆସିଥାନ୍ତି ସେମାନଙ୍କ ଲାଗି ପନିରରେ ଅଲଗା ଅଲଗା ଆଇଟମ୍ ତିଆରି ହୋଇଥାଏ । ପୁଷ୍ଟିସାର ମାମଲାରେ ବି ପନିର ଆଗରେ ରହିଛି…

ଚୋରି ହେଲା DRDO ନିର୍ମିତ ମଡେଲ ହେଲିକପ୍ଟର; ଲକ୍ଷ୍ନୌ ମହାନଗର ନିଗମ ଉପରେ ଉଠିଲା ପ୍ରଶ୍ନ 

ଲକ୍ଷ୍ନୌ: ଲକ୍ଷ୍ନୌରେ ଡିଫେନ୍ସ ଏକ୍ସପୋ ସମୟରେ ପ୍ରଦର୍ଶିତ ହୋଇଥିବା ଡିଆରଡିଓ ଦ୍ୱାରା ନିର୍ମିତ ଏକ ମଡେଲ ହେଲିକପ୍ଟର ଚୋରି ହୋଇଛି। ତେବେ ଏହି ହେଲିକପ୍ଟର ଟି କେଉଁଠି ଚୋରି ହୋଇଛି ଏବଂ କେବେ ଚୋରି ହୋଇଛି ତାହା…

୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନାମାଙ୍କନ କରିଥିବା ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା । ୨୬ ଜଣଙ୍କ…

ଆସୁଛି ଲଘୁଚାପ, ନିର୍ବାଚନରେ ବର୍ଷା ସାଜିପାରେ ବାଧକ

ଓଡ଼ିଶା ଭାସ୍କର:ଆସୁଛି ଲଘୁଚାପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର…

ରାଉରକେଲାରେ ପୁଣି ଦିଲ୍ଲୀପ-ସାରଦା ଲଢ଼େଇ: ମୋଦୀ ଫ୍ୟାକ୍ଟର ଓ ନବୀନ ଯୋଜନାକୁ କଡ଼ା ଟକ୍କର ଦେବା ଲକ୍ଷ୍ୟରେ କଂଗ୍ରେସ ବାହିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି…