fbpx
Browsing Category

Top Stories

(Video) ଭୟଙ୍କର ଦୁର୍ଘଟଣା! ଚଳନ୍ତା ଟ୍ରେନ ଆଗକୁ ମାଡି ଆସିଲା ଟ୍ରକ ଆଉ ଡ୍ରାଇଭର… ୫ ମିନିଟରେ ଏମିତି କିଛି ଘଟିଗଲା

ଓଡ଼ିଶା ଭାସ୍କର: ଦିନକୁ ଦିନ ଟ୍ରେନ ଦୁର୍ଘଟଣା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ଏଭଳି ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି…

Big Breaking; ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଆସିଲେ ମୋଦୀ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ରାଜଭବନରେ ରାତ୍ରୀ…

‘ହେମନ୍ତ କରକରେଙ୍କୁ ହତ୍ୟା କରିନଥିଲା କସାବ’: କଂଗ୍ରେସ ନେତାଙ୍କ ଏହି ଦାବିରେ ବିଜେପି ପ୍ରାର୍ଥୀ ଉଜ୍ଜ୍ୱଳ ନିକମଙ୍କ ପଲଟା ଆକ୍ରମଣ

ନୂଆଦିଲ୍ଲୀ: ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜ୍ୱଳ ନିକମ ମହାରାଷ୍ଟ୍ର କଂଗ୍ରେସ ନେତା ବିଜୟ ୱାଡେଟିୱାରଙ୍କ ଦାବି ଉପରେ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ନେତାମାନେ ଯେକୌଣସି…

ଭାରତର ସାଧାରଣ ନିର୍ବାଚନ ଦେଖିବ ସର୍ବବୃହତ ବିଶ୍ୱ ପ୍ରତିନିଧି ଦଳ: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ: ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନିର୍ବାଚନୀ ଅଭ୍ୟାସର ଉଚ୍ଚ ମାନଦଣ୍ଡ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ…

(Video) ଅଚାନକ ୩୦୦୦ ଟଙ୍କା କମିଗଲା ସୁନା ଦର! ଅକ୍ଷୟ ତୃତୀୟା ପାଇଁ ଗହଣା ଦୋକାନରେ ଗହଳି

ଓଡ଼ିଶା ଭାସ୍କର: ସୁନା କିଣିବାକୁ ଯୋଜନା ରଖୁଥିବା ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ସୁନା ମୂଲ୍ୟରେ ଲଗାତାର ଭାବେ ହ୍ରାସ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ଆଉ ୩ ହଜାର ଟଙ୍କା ଶସ୍ତା…

ଚନ୍ଦ୍ରମାରେ ଚମତ୍କାର… ପୁଣିଥରେ ଆକ୍ଟିଭ ହେଲା Chandrayaan: ଚନ୍ଦ୍ରପୃଷ୍ଠରୁ ପଠାଉଛି ଫଟୋ

ନୂଆଦିଲ୍ଲୀ: ୨୦୨୩ ମସିହାରେ ଭାରତର ଚନ୍ଦ୍ରଯାନ- ୩ ସଫଳତା ପରେ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ଲ୍ୟାଣ୍ଡ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଛି ଭାରତର ଅନ୍ତରୀକ୍ଷ ଏଜେନ୍ସି ।…

୨୧ ସଙ୍କଳ୍ପ ଘୋଷଣା କଲା ରାଜ୍ୟ ବିଜେପି: ଜାଣନ୍ତୁ କ’ଣ ଦେଲା ପ୍ରତିଶୃତି

ଭୁବନେଶ୍ୱର: ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି ।…

IPL ରେ ଇତିହାସ ରଚିଲେ M.S Dhoni: ଏଭଳି ରେକର୍ଡ କରିବାରେ ପ୍ରଥମ ୱିକେଟ କିପର

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହି ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି । ତେବେ ଏହି ମ୍ୟାଚରେ ଏକ ଇତିହାସ ସୃଷ୍ଟି…

Instagram Down: ଠପ୍ ହେଲା ଇନଷ୍ଟାଗ୍ରାମ ସର୍ଭିସ୍, ଫିଡ୍ ରିଫ୍ରେଶ୍ କରିବାରେ ୟୁଜର୍ସଙ୍କୁ ହେଉଛି ସମସ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ କିଛି ସମୟ ଧରି ଡାଉନ୍ ରହିଛି । ଡାଉନଡେକ୍ଟର ଏବଂ ଏକ୍ସ ହ୍ୟାଣ୍ଡେଲରେ ଉପଭୋକ୍ତାମାନେ ଏହା ଉପରେ ଅଭିଯୋଗ କରିଛନ୍ତି । ଫିଡ୍ ରିଫ୍ରେଶରେ ଉପଭୋକ୍ତାମାନେ…

Breaking News; ପୁରୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ: ଉମାବଲ୍ଲଭ ରଥଙ୍କୁ ଦୁର୍ବୃତ୍ତଙ୍କ ମାଡ଼ ମାରିବା ଅଭିଯୋଗ

ପୁରୀ: ସାରା ଓଡ଼ିଶାରେ ନିର୍ବାଚନ ମାହୋଲ ସରଗରମ ରହିଛି । ତେବେ ପୁରୀ ରାଜନୀତି ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରଚାରରେ ବୁଲିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ…