Browsing Category

Top Stories

ମଳଦ୍ୱାରରେ କରିହେବ ଶ୍ୱାସକ୍ରିୟା! ମଣିଷକୁ ନେଇ ବୈଜ୍ଞାନିକମାନେ ଖୁବଶୀଘ୍ର କରିବେ ପରୀକ୍ଷା

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ନାକ ମାଧ୍ୟମରେ ଶ୍ୱାସକ୍ରିୟା କରିଥାଏ । କୌଣସି ଅସୁବିଧା ସମୟରେ ମଣିଷ ମୁହଁ ଦ୍ୱାରା ଶ୍ୱାସକ୍ରିୟା କରିଥାଏ, ମାତ୍ର ମଳଦ୍ୱାରା ଦ୍ୱାରା କେବେ କରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ…

ସହଜରେ ବ୍ରେକଅପ୍ କରିନିଅନ୍ତି ଏହି ରାଶିର ବ୍ୟକ୍ତିି! ପାର୍ଟନର ବଦଳାଇବା ନୁହେଁ କଷ୍ଟ କାମ

ପ୍ରେମ ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । ଯେଉଁ ଲୋକଙ୍କୁ ନିଜ ଲଭ ପାର୍ଟନର ମିଳିଯାନ୍ତି ସେମାନେ ଭାଗ୍ୟବାନ୍ । ଅବଶ୍ୟ ଲଭ୍ ପାର୍ଟନର କିମ୍ବା ପ୍ରକୃତ ଭଲ ପାଇବା ମିଳିବା ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେହିଭଳି…

ଅନୁଭବଙ୍କ ଘରେ ରହିବେ ବର୍ଷା: SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଆସିଛି ନୂଆ ଟ୍ୱିଷ୍ଟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କୁ ଲାଗିଛି ଜବରଦସ୍ତ ଝଟକା ।…

୨୦ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ଗହମ ଉତ୍ପାଦନ, କ’ଣ ହେବ ଏହାର ପ୍ରଭାବ?

ନୂଆଦିଲ୍ଲୀ: ଭାରତରେ ଗହମ ଉତ୍ପାଦନର ସରକାରୀ ତଥ୍ୟ ଜାରି ହୋଇଛି । ଭୀଷଣ ଗରମ କାରଣରୁ ଭାରତରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସବୁଠୁ କମ୍ ଗହମ ଉତ୍ପାଦନ ହେଇଛି । ଗହମର ସର୍ବାଧିକ ଉତ୍ପାଦନ ପଞ୍ଜାବ, ହରିୟାଣା ଏବଂ…

ନକଲି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ପାଇଁ ଭାରତୀୟ ନିବେଶକ ହରାଇଲେ ଏକ ହଜାର କୋଟି

ନୂଆଦିଲ୍ଲୀ: ନକଲି କ୍ରିପ୍ଟୋକରେନ୍ସିକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନକଲି କ୍ରିପ୍ଟୋ ପାଇଁ ବିଶ୍ୱ କ୍ରିପ୍ଟୋ ବଜାରରେ ଭାରତୀୟ ନିବେଶକଙ୍କ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ଘଟିଥିବା ଏକ ରିପୋର୍ଟରୁ…

ମହଙ୍ଗା ପଡ଼ିଲା ୭୦ ବର୍ଷରେ ବିବାହ ସ୍ୱପ୍ନ, ହନିଟ୍ରାପରେ ହରାଇଲେ ୧ କୋଟି ୮୦ ଲକ୍ଷ

ଲକ୍ଷ୍ନୌରେ ଜଣେ ହାର୍ଟ ଡାକ୍ତରଙ୍କୁ ଦ୍ୱିତୀୟ ବିବାହ କରିବା ସ୍ୱପ୍ନ ମହଙ୍ଗା ପଡ଼ିଛି । ବିବାହ ତ’ କରିପାରିଲେନି ତା’ ଉପରେ ପୁଣି ହରାଇବାକୁ ପଡ଼ିଲା ମୋଟା ଅଙ୍କର ଟଙ୍କା । ଲକ୍ଷେ କି’ ଦୁଇ ଲକ୍ଷ ନୁହେଁ ପୂରା ୧ କୋଟି…

ରାଜ୍ୟରେ ବଢ଼ିବା ଆରମ୍ଭ ହୋଇ ଗଲାଣି କୋଭିଡ୍ ସଂକ୍ରମଣ, ଆଜି ଚିହ୍ନଟ ହେଲେ ୫୩ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଯଶୱନ୍ତ ସିହ୍ନା ହେଲେ ବିରୋଧୀ ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ ତାରିଖରେ ଭାରତବର୍ଷରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରାର୍ଥୀ ଚୟନ ନେଇ ବ୍ୟସ୍ତ ରହିଛନ୍ତି । ତେବେ ଶାସକ ଜାତୀୟ ଗଣତାନ୍ତ୍ରିକ…

ପୋଖରୀରେ ଫସି ରହିଥିବା ହାତୀର ମୃତ୍ୟୁ: ୫ ଦିନ ଧରି ଥିଲା ଅସୁସ୍ଥ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ରହିଥିବା ଏକ ହାତୀର ଉଦ୍ଧାର ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୂଯାୟୀ, ବହୁଦିନ ଧରି ଅସୁସ୍ଥ ଥିବା ହାତୀଟି ଗତ ଗୁରୁବାର ରାତିରେ ପାଣି ପିଇବାକୁ ଯାଇ ପୋଖରୀରେ…

ବିଶ୍ୱ ପାଳିଲା ଯୋଗ ଦିବସ; ଏହି ଇସଲାମିକ ଦେଶରେ ଯୋଗ କରୁଥିବା ଲୋକଙ୍କୁ ଘଉଡ଼ାଇଲେ ଦୁର୍ବତ୍ତ, ରାଷ୍ଟ୍ରପତି ଦେଲେ ତଦନ୍ତ ନିର୍ଦ୍ଦେଶ

ନୁଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱର ବିଭିନ୍ନ ଦେଶରେ ଲୋକେ ଯୋଗ କରୁଥିବାର ଦେଖିବାକୁ ମିଳିଛି। ତେବେ ଭାରତର ପଡୋଶୀ ତଥା ମିତ୍ରାରାଷ୍ଟ୍ର ମାଳଦ୍ୱିପରୁ କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ରାଜଧାନୀ…