Browsing Category

Top Stories

ଖାକି ବର୍ଦ୍ଦି ଉପରେ ମନ୍ତ୍ରୀଙ୍କ ସମ୍ପର୍କୀୟର ଦବଙ୍ଗଗିରି: ହୋମଗାର୍ଡ ମାଗୁଛନ୍ତି ନ୍ୟାୟ

ବରେଲି: ବାରମ୍ବାର ଆଇନ ସହ ଖେଳିବାରେ ଲାଗିଛନ୍ତି ହାତରେ ପାୱାର ଥିବା କିଛି ବେଲଗାମ ନେତାମନ୍ତ୍ରୀ ଆଉ ସେମାନଙ୍କ ସମ୍ପର୍କୀୟ । ଯାହାର ଆଉଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…

ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ…

କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ

କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା…

ରାସନ ବଣ୍ଟନ କରିବାର ବ୍ୟବସ୍ଥା ବଦଳିବ, ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାରୁ ପାଇବେ ମୁକ୍ତି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ରାସନ କାର୍ଡରେ ଜିନିଷ ଆଣିବା ପାଇଁ ଆପଣଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ଯଦି ଆପଣଙ୍କର ଏକ ରାସନ କାର୍ଡ ଅଛି ଏବଂ ଆପଣ ପ୍ରତି ମାସରେ ସରକାରଙ୍କ ଦ୍ୱାରା…

ଘୋର କଳିଯୁଗ: ରାଜଧାନୀରେ ପୁଅ ସହ ମିଶି ସ୍ୱାମୀର ହତ୍ୟା କଲା ସ୍ତ୍ରୀ

ନୂଆଦିଲ୍ଲୀ: ଦିନକୁ ଦିନ ଅପରାଧର ମାତ୍ରା ବଢିବାରେ ଲାଗିଛି । ସାମାନ୍ୟ ଘରୋଇ କଳିରୁ ପରିବାର ଲୋକ ନିଜ ଆତ୍ମୀୟମାନଙ୍କୁ ହତ୍ୟା କରୁଛନ୍ତିି । ତେବେ ପୁଅ ସହ ମିଶି ଜଣେ ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା କରିଥିବା ଭଳି ଘଟଣା…

ଦେଶରେ ଦରଦାମ ବୃଦ୍ଧି ମଧ୍ୟରେ ବମ୍ପର ପିଆଜ ଉତ୍ପାଦନ, କୋଲ୍ଡ ଷ୍ଟୋରେଜ୍ ଅଭାବରୁ ସର୍ବନିମ୍ନ ମୂଲ୍ୟରେ ବିକ୍ରି କରୁଛନ୍ତି ଚାଷୀ

ମହାରାଷ୍ଟ୍ର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ମହାରାଷ୍ଟ୍ରର ମଣ୍ଡିରେ ପିଆଜର ମୂଲ୍ୟ ଏବେ ସର୍ବନିମ୍ନ ସ୍ତରରେ ଥିବାବେଳେ ଅନ୍ୟ ପଟେ କୃଷକମାନେ ଅନେକ ରାଜ୍ୟରେ ଭଲ ମୂଲ୍ୟ ପାଉଛନ୍ତି। ବିହାର, ୟୁପି ଏବଂ କେରଳର ଚାଷୀମାନେ…

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ'ଫେୟାର ଯାଉଛନ୍ତି…

ଭାରତ ଓ ସାଉଥ ଆଫ୍ରିକା ଖେଳାଳୀଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଖାଦ୍ୟ, ଜାଣନ୍ତୁ କଣ ସବୁ ଓଡ଼ିଆ ଖାଦ୍ୟ ରହିଛି ମେନୁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭାରତ ଓ ସାଉଥ ଆଫ୍ରିକାର ଖେଳାଳୀ ଓଡ଼ିଶାରେ ପହଞ୍ଚିବେ। ଏୟାରପୋର୍ଟରୁ ହୋଟେଲ ଯିବେ ଖେଳାଳୀ ତେବେ ସେମାନେ କଣ ଖାଇବେ ଏଥିପାଇଁ ଚର୍ଚ୍ଚା…