Browsing Category
Top Stories
RBIର ବଡ଼ ନିଷ୍ପତ୍ତି: ଏଣିକି ଗ୍ରାମୀଣ ଓ ସହରୀ କୋ-ଅପରେଟିଭ୍ ବ୍ୟାଙ୍କମାନେ ଦେଇପାରିବେ ୧.୪୦ କୋଟି ପର୍ଯ୍ୟନ୍ତ ହୋମ୍ ଲୋନ୍
ନୂଆଦିଲ୍ଲୀ: ଦେଶର କୋଅପରେଟିଭ ବ୍ୟାଙ୍କକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । କୋଅପରେଭିଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦିଆଯାଉଥିବା ହାଉସିଂ ଲୋନର ସୀମାକୁ ୧୦୦ ପ୍ରତିଶତ…
ରଣଜୀ ମ୍ୟାଚରେ ବିରାଟ ରେକର୍ଡ: ସମସ୍ତ ଖେଳାଳିଙ୍କ ବ୍ୟାଟରୁ ଆସିଲା ୫୦+ ସ୍କୋର
ନୂଆଦିଲ୍ଲୀ: ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଇତିହାସ ରଚିଛି ବେଙ୍ଗଲ ଟିମ । କ୍ରିକେଟ ଦୁନିଆରେ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ଏକ ଘଟଣା ଆଜିର ମ୍ୟାଚରେ ଘଟିଯାଇଛି । ପ୍ରଥମ ବ୍ୟାଟ୍ସମ୍ୟାନରୁ ଆରମ୍ଭ କରି…
ପୁଣି ଫେରିଲା ମାସ୍କ ନିୟମ: ବିମାନ ଯାତ୍ରା ପାଇଁ ହେଲା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ସେତିପାଇଁ ପୁଣିଥରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା କରିବା…
ରାଜଧାନୀରେ ପୋଲିସକୁ ଆକ୍ରମଣ କଲେ ଯୁବକ: ଦୁଇ ଯୁବତୀ ବି ଦେଲେ ସାଥ
ନୂଆଦିଲ୍ଲୀ: ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ଜଣେ ସାଧାରଣ ଯୁବକ । କେବଳ ସେତିକି ନୁହେଁ, ଦୁଇ ଯୁବତୀ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ…
୧୭ଟି ଫସଲର MSP ବଢ଼ିଲା: କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କେଉଁ ଫସଲ କେତେ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ୧୭ଟି ଫସଲର ମିନିମମ୍ ସପୋର୍ଟ ପ୍ରାଇସ୍ (ଏମଏସପି) ବୃଦ୍ଧି କରିଛନ୍ତି । କୃଷକଙ୍କ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଏହି…
ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଲମ୍ବା ସମୟ ପରେ ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛଇ ଖୁସି ଖବର । ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର । ଆହତ ଯୋଗୁଁ ଦୀର୍ଘ ଦିନ ଧରି ଦଳରୁ ସେ ବାଦ ପଡିଥିଲେ…
ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା ନାବାଳିକା: ୨୦ ଦିନ ପରେ ଖୋଲିଲା ଗୁମର
ଅଲବର: ରାଜସ୍ଥାନ ଅଲବର ଜିଲ୍ଲାର କୋଟକାସିମ ଥାନା ଅଞ୍ଚଳରେ ପୂର୍ବ ସରପଞ୍ଚଙ୍କ ପୁଅର ହତ୍ୟା ମାମଲା ଉପରୁ ଉଠିଛି ପରଦା । ହତ୍ୟାର କାରଣ ଏବଂ ହତ୍ୟାକାରୀକୁ ଖୋଜି ବାହାର କରିଛି ପୋଲିସ । ଜଣେ ଦୁଷ୍କର୍ମ ପୀଡିତା…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
କମିଲା ସୁନା ଓ ରୁପା ଦର: ଜାଣନ୍ତୁ କେତେ ରହିଛି ଆଜିର ରେଟ୍
ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର…
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କଲେ ମିଥାଲି ରାଜ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଏନେଇ ମିଥାଲି ଘୋଷଣା କରିଛନ୍ତି । ଏହା ସହିତ…