Browsing Category

Top Stories

ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ହେବେ ସାମିଲ

କୋରାପୁଟ: ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ । ପ୍ରଥମ ଥର କୋଟିଆ ରଥ…

ବର୍ଷା କ’ଣ ଦେଖିଲେଣି.. ଆହୁରି ନାଦିବ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାରି…

ଭାରତରେ ବିରୋଧ ହେଲା ବୋଲି ପାକିସ୍ତାନରେ ରିଲିଜ ହେଲା କି ଦିଲଜିତଙ୍କ ଫିଲ୍ମ? ଥମୁନି ବିବାଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଏବଂ ଗାୟକ ଦିଲଜିତ ଦୋସାଞ୍ଜ କିଛି ଦିନ ହେଲାଣି ନିଜ ଫିଲ୍ମ 'ସର୍ଦ୍ଦାର ଜୀ 3' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ 27 ଜୁନରେ ଭାରତ ବାହାରେ ବିଦେଶରେ ରିଲିଜ୍…

Pradhan Mantri Awas Yojana ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ଯାଏଁ ଭରିପାରିବେ ଫର୍ମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ଆରମ୍ଭ। ରାଜୀବ ଗାନ୍ଧୀ ହାଉସିଂ କର୍ପୋରେସନ ଲିମିଟେଡ୍, ବେଙ୍ଗାଲୁରୁ କେନ୍ଦ୍ର ସରକାରଙ୍କ PMAY 2.0 ଅଧୀନରେ ଘର ବିନା ଏବଂ ପ୍ଲଟ୍ ବିନା ରହୁଥିବା ପରିବାରକୁ ଘର…

ବ୍ୟାନ୍ ହେଲା ପାରାସିଟାମଲ ଟାବଲେଟ 650mg ସମେତ ଏହି ୧୫ଟି ଔଷଧ! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଏକ ବଡ଼ ସତର୍କତା ଜାରି କରାଯାଇଛି। ରିପୋର୍ଟ ମୁତାବକ, ୧୪ଟି ବିଭିନ୍ନ କମ୍ପାନୀର ଔଷଧ ଗୁଣାତ୍ମକ ମାନ ପୂରଣ କରିନାହିଁ। ରାଜ୍ୟ ସରକାର ଏହି ଔଷଧଗୁଡ଼ିକର…

ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ବର: କଳ୍ପନା ସ୍ଥିତ ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । କମ୍ପୁଟର ସର୍ଟ ସର୍କିଟରୁ ଜଳିଗଲା କୋଟି କୋଟି ଟଙ୍କାର ଲୁଗାପଟା ଏବଂ ଆସବାବ ପତ୍ର । ବୁଧବାର ବିଲମ୍ବିତ ରାତିରେ ମା ତାରିଣୀ…

ରାତି ପାହିଲେ ରଥାରୂଢ ହେବେ ଚତୁଧାମୂର୍ତ୍ତି, ଆଜି ବିଜେ ହେବ ଆଜ୍ଞା ମାଳ

ପୁରୀ: ରାତି ପାହିଲେ ରଥାରୂଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନ ବେଦୀ ଛାଡି ନବଦିନାତ୍ମକ ଜନ୍ମ ସ୍ଥାନ ମାଉସୀ ମା' ମନ୍ଦିରକୁ ଯାତ୍ରା କରିବେ 3 ଭାଇ-ଭଉଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।…

ଏହି ଭାରତୀୟ ଖେଳାଳିଙ୍କର ସଫଳ ହେଲା ଅସ୍ତ୍ରୋପଚାର, ଉତ୍ସାହିତ ଅଛନ୍ତି ଟିମକୁ ଫେରିବା ପାଇଁ

ନୂଆଦିଲ୍ଲୀ: ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯାଇନାହାନ୍ତି କି ସେ ଘରୋଇ କ୍ରିକେଟରେ ମଧ୍ୟ ସାମିଲ ନାହାନ୍ତି। ସେ ଶେଷ ଥର ମୁମ୍ବାଇ ଟି୨୦ ଲିଗରେ ଖେଳୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଜର୍ମାନୀର…

ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା, ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

ଭୁବନେଶ୍ବର: ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ।…

ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା, ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗ-ବଦ୍ରିନାଥ NH ରେ ଦୁର୍ଘଟଣା । ଅକଳାନନ୍ଦା ନଦୀକୁ ଖସିପଡ଼ିଲା ବସ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ 18 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା…