Browsing Category
Top Stories
ଭିଡିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ, ଭାରତରେ କନିଆ ଆମେରିକାରେ ବର
ଚେନ୍ନାଇ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇପାରିବ ବିବାହ। ଏନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ତାମିଲନାଡୁ ମଦୁରାଇର ଜଣେ ଯୁବତୀଙ୍କୁ ଭର୍ଚ୍ଚୁଆଲ ମୋଡରେ ବିବାହ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। କନ୍ୟାକୁମାରୀ…
ଛୋଟ ପିଲାମାନେ ଦୈନିକ ୯ ଘଣ୍ଟାରୁ କମ୍ ଶୋଇଲେ ଭୟଙ୍କର ଭାବେ ପ୍ରଭାବିତ ହେବ ମସ୍ତିଷ୍କ, ହ୍ରାସ ପାଇବ ଜ୍ଞାନଶକ୍ତି, ନୂଆ ଗବେଷଣା ତଥ୍ୟ
ନୂଆଦିଲ୍ଲୀ: ଅନେକ ଛୋଟ ପିଲାଙ୍କ ଠାରେ ନିଦ୍ରାଜନିତ ସମସ୍ୟା ଦେଖାଯାଇଥାଏ । ଏହାକୁ କିଛି ଅଭିଭାବକ ଅଣଦେଖା କରିଯାଇଥାନ୍ତି । ତେବେ ଛୋଟ ପିଲାମାନେ ଦୈନିକ ୯ ଘଣ୍ଟା ଶୋଇବା ନିହାତି ଜରୁରୀ । ଏଥିରେ ବ୍ୟାଘାତ ଘଟିଲେ…
୧୯୦୦ କୋଟି ଟଙ୍କାର ଜବତ ଡ୍ରଗ୍ସକୁ ନିଆଁରେ ପୋଡ଼ି ନଷ୍ଟ କଲା ପୋଲିସ
ନୂଆଦିଲ୍ଲୀ: କଥାରେ ଅଛି, ‘ସରକାର କା ମାଲ୍, ଦରିଆ ମେଁ ଡାଲ ।’ ନିକଟରେ ଆସାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ୯୩୫ କେଜିର ଡ୍ରଗ୍ସକୁ ପୋଲିସ ନଷ୍ଟ କରିଦେଇଥିବା ଜଣାପଡ଼ିଛି । ଉକ୍ତ ଡ୍ରଗ୍ସର ମୂଲ୍ୟ…
ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲେ ବିଦେଶିନୀ ପ୍ରେମିକା
ନୂଆଦିଲ୍ଲୀ: ଡେଟିଂ ସାଇଟରୁ ଆରମ୍ଭ ହେଲା ପ୍ରେମ। ଭାରତୀୟ ଯୁବକଙ୍କ ପ୍ରେମରେ ପଡି ପ୍ୟାରିସରୁ ଆସି କୋଲକାତାରେ ପହଞ୍ଚିଲେ ବିଦେଶିନୀ ପ୍ରେମିକା। ଅନ୍ତର୍ଜାତୀୟ ଡେଟିଂ ସାଇଟରୁ ଆରମ୍ଭ ହୋଇଥିଲା ପ୍ରେମ। ପ୍ରେମରେ ପଡି…
Video: ଓଡିଶା ଜାତୀୟ ଉଦ୍ୟାନରେ ବିରଳ ବ୍ଲାକ୍ ଟାଇଗର, ଦେଖନ୍ତୁ ବାଘଟି କିପରି ନିଜ ଅଞ୍ଚଳରେ ଛାପ ଛାଡ଼ୁଛି
ଭୁବନେଶ୍ୱର: ଓଡ଼ିଶାରେ ବିରଳ କଳା ବାଘ। ଶିମିଳିପାଳ ଜାତୀୟ ଉଦ୍ୟାନରେ ଏହି ବାଘ ଦେଖାଯାଇଥିବା କୁହାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଟ୍ୱିଟରରେ ପୋଷ୍ଟ କରାଯାଇଥିବା ୧୫ ସେକେଣ୍ଡର କ୍ଲିପ୍ରେ ଏକ ଗଛରେ…
ଯୁବକ ଜଣଙ୍କ ଗିଳିଦେଲେ ୬୩ଟି କଏନ୍, ଏହାପରେ ଡାକ୍ତର ବି ହୋଇଗଲେ ପାଗଳ
ନୂଆଦିଲ୍ଲୀ: ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ଅସ୍ତ୍ରୋପଚାର କରି ଲୁହାକଣ୍ଟା, ପଥର ଆଦି ବାହାର କରିଥିବାର ଖବର ଆମେ ଶୁଣିଛେ । ତେବେ ଅନୁରୂପ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଜଣେ ଯୁବକଙ୍କ ପେଟରୁ…
ରାଶିଫଳ(ରବିବାର,୩୧ ଜୁଲାଇ,୨୦୨୨)
ମେଷ: ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…
ଆଜି ଚକାଜାମ ଆନ୍ଦୋଳନ: ଘରୁ ବାହାରିବା ଆଗରୁ ଜାଣନ୍ତୁ ପୁରା ଖବର
ନୂଆଦିଲ୍ଲୀ: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ…
ସେପ୍ଟେମ୍ବର ୧ରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର: ବନ୍ଦ ହୋଇଯିବ ମାନୁଆଲ ସିଷ୍ଟମ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି
ନୂଆଦିଲ୍ଲୀ: ମାନୁଆଲ ପଦ୍ଧତି ମାଧ୍ୟମରେ ମିଳୁଥିବା ଭିନ୍ନକ୍ଷମ ପ୍ରମାଣପତ୍ର ବ୍ୟବସ୍ଥା ଖୁବଶୀଘ୍ର ହଟିଯିବ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଅନଲାଇନରେ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର । ଭାରତ ସରକାରଙ୍କ ୟୁଡିଆଇଡି…
ଯଦି ପ୍ରତି ମାସରେ ୩ ଟି ମାଗଣା ସିଲିଣ୍ଡର ଚାହୁଁଛନ୍ତି, ତେବେ ଆଜି ହିଁ ଏହି କାମ ସାରିଦିନ୍ତୁ
ନୂଆଦିଲ୍ଲୀ: ଜୁଲାଇର ଶେଷ ଦିନ ଅନେକ କାରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆୟକର ରିଟର୍ନ ଦାଖଲ ପାଇଁ ସରକାର ଏପର୍ଯ୍ୟନ୍ତ ତାରିଖ ବଢ଼ାଇ ନାହାଁନ୍ତି, ତେଣୁ ଆଜି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଏହା ସହିତ,…