Browsing Category
Top Stories
ଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ଭିତରେ ହୋଇଥିଲା ମତଭେଦ
ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଦେଖା ଦେଇଛି ଉତ୍ତେଜନାର ପରିସ୍ଥିତି । ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀଙ୍କ ନିଜ ନିଜ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଖବର ପାଇ…
(Video) ନଟିଆର ଡୁପ୍ଲିକେଟ୍, ଅବିକଳ ସ୍ୱରରେ କରୁଛନ୍ତି ନଟିଆ କମେଡି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫିଲ୍ମ କିମ୍ବା ସିରିଏଲ ନିଜର ପ୍ରିୟ କଳାକାରଙ୍କ ଚାଲିଚଳଣୀକୁ ଆପଣାଇଥାନ୍ତି ସେମାନଙ୍କ ଫ୍ୟାନମାନେ । ଏମିତିକି ଏହି ଫ୍ୟାନ୍ ମାନେ ଅନେକ ସମୟରେ ପ୍ରିୟ କଳାକାରଙ୍କ ପରି ବେଶଭୂଷା ଗ୍ରହଣ…
ଏହି ୩ଟି ଅଭ୍ୟାସ ବଢାଇପାରେ ହୃଦଘାତର ଆଶଙ୍କା: କେମିତି ପାଇବେ ମୁକ୍ତି?
ଓଡିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାରଣରୁ ଅନେକ ରୋଗର ଆଶଙ୍କା ବୃଦ୍ଧି ପାଉଛି । ଯେଉଁଥିରୁ ଗୋଟିଏ ହେଉଛି ହୃଦଘାତ ଜନିତ ସମସ୍ୟା । ଭାରତରେ ଅଧିକାଂଶ ଲୋକଙ୍କୁ ହୃଦଘାତ…
ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରୁଛନ୍ତି ଏହି ଖେଳାଳି: ଜଲୱା ଦେଖାଇବେ ଧୋନୀଙ୍କ ଧୁରନ୍ଧର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ପାଇଁ ମିଳିଛି ଏକ ବଡ ଖୁସି ଖବର । ଟିମ ଇଣ୍ଡିଆର ଜଣେ ସୁପରଷ୍ଟାର ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି । ଦୀର୍ଘ ୬ ମାସ ଦଳରୁ ଦୂରେଇ ରହିବା ପରେ ଏବେ ପ୍ରତ୍ୟାବର୍ତ୍ତନ କରିବେ…
ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି, ୮ ଘଣ୍ଟା ଧରି କରୁଥିଲା ପଚରାଉଚରା
ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସଞ୍ଜୟ ରାଉତଙ୍କୁ ଅଟକ ରଖିଛି । ୮ ଘଣ୍ଟା ଧରି ଇଡି ସଞ୍ଜୟ ରାଉତଙ୍କୁ ତାଙ୍କ ଘରେ ହିଁ ପଚରାଉଚରା କରୁଥିଲା । ଇଡି ଏହି ଚଢ଼ଉ ପାତ୍ରା ଚଲ୍ ଘୋଟାଲା ସହ ଜଡ଼ିତ ମନି ଲଣ୍ଡ୍ରି…
ଭାରୋତ୍ତୋଳନରେ ଆଉ ଏକ ସ୍ୱର୍ଣ୍ଣ ଜିତିଲା ଭାରତ, ଇତିହାସ ରଚିଲେ ଲାଲାରିନୁଙ୍ଗା
କମନୱେଲଥ ଗେମ୍ସରେ ଭାରତ ପଦକ ବିଜୟ ଅଭିଯାନ ଜାରି ରହିଛି । ବର୍ମିଂହାମରେ ଚାଲିଥିବା କମନୱେଲଥ୍ ଗେକ୍ସ ୨୦୨୨ର ତୃତୀୟ ଦିନରେ ଭାରତୀୟ ୱେଟଲିଫ୍ଟର ଲାଲରିନୁଙ୍ଗା ଜେରେମୀ ପୁରୁଷ ୬୭ କେଜି ବର୍ଗରେ ରେକର୍ଡ ଓଜନ ଉଠାଇ…
ଛାତ୍ରଙ୍କୁ ମିଳିଲା ଆଶାଠାରୁ ଅଧିକ ମାର୍କ! ଖୁସି ହେବେ କ’ଣ ଘୂରାଇଗଲା ମୁଣ୍ଡ, ଆଉ ତା’ ପରେ ପୁଣି…
ପରୀକ୍ଷା ଦେବା ପରେ ସାଧାରଣତଃ ପରୀକ୍ଷାର୍ଥୀ ଫଳାଫଳକୁ ନେଇ ଚିନ୍ତାରେ ଥା’ନ୍ତି । କ’ଣ ହେବ ଫଳାଫଳ, ସେ ପାସ୍ ହୋଇଛନ୍ତି କି’ ନାହିଁ ଇତ୍ୟାଦି... ଯଦି କେହି ପରୀକ୍ଷାର୍ଥୀଙ୍କୁ ୧୦୦ ରୁ ୧୦୦ ନମ୍ବର ମିଳେ, ତାହେଲେ ଆପଣ…
କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ…
ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର
ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର । ସେ କୋଲକାତାର ଚେତଲା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା…
ଜୀବନରେ ଯୌନ ସମ୍ପର୍କ ଖରାପ ହେଉଛି? ଆପଣଙ୍କର ଯୌନ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଏହି ୭ ଟି ଟିପ୍ସକୁ ଫଲୋ କରନ୍ତୁ
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଯୌନ ସମ୍ପର୍କ ଆବଶ୍ୟକ କରନ୍ତି। କେତେକ ଲୋକଙ୍କ ଜୀବନରେ ଏହା ସହଜ ଥିବା ବେଳେ କିଛି ଲୋକଙ୍କ ଜୀବନରେ ଏହା ଦୁର୍ବିସହ ପାଲଟିଯାଇଥାଏ। ଗୋଟିଏ ସ୍ତରରେ, ଯୌନ ସମ୍ପର୍କ ହେଉଛି…