Browsing Category
Top Stories
ପାକିସ୍ତାନକୁ ବଡ଼ ଝଟକା! ଭାରତୀୟ ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ଦାବି କରିଥିବା ପାକିସ୍ତାନୀ ଅଫିସରଙ୍କୁ ହତ୍ୟା
ପାକିସ୍ତାନ ସେନାର ମେଜର ସୟେଦ ମୋଇଜ ଅବ୍ବାସ ଶାହା, ଯିଏ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ସମୟରେ ଭାରତୀୟ ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଧରିଥିବା ଦାବି କରିଥିଲେ, ସେ ଦକ୍ଷିଣ ୱାଜିରିସ୍ତାନରେ…
ଶସ୍ତା ହୋଇଗଲା ସୁନା, ରୂପା ଦର ବି କମିଗଲା, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ: ସୁନା ଏବଂ ରୂପାର ଦରରେ ବୁଧବାରରେ ହ୍ରାସ ଦେଖିବାକୁ ମିଳିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ପଶ୍ଚିମ ଏସିଆରେ ସୁନା ଦର କମିଯାଇଛି। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୯ ହଜାର ୨୧୦…
PM Fasal Bima Yojna: ଚାଷୀଙ୍କ ପାଇଁ ଖୁସି ଖବର, ଏବେ ନିଜେ କରିପାରିବେ ଫସଲର ବୀମା, କରିବାକୁ ହେବ ଏହି କାମ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଚାଷୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଚାଷୀମାନେ ନିଜେ ଅନଲାଇନ ମାଧ୍ୟମରେ ନିଜ ଫସଲର ବୀମା କରିପାରିବେ। ଏହି ଯୋଜନା ଚାଷୀମାନଙ୍କୁ ପ୍ରାକୃତିକ…
ଲଞ୍ଚ ହେଲା ଆକ୍ସିଅମ୍-୪ ମିଶନ, ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା, ଜାଣନ୍ତୁ ଏହା ଭାରତ ପାଇଁ କାହିଁକି ଖାସ
ନୂଆଦିଲ୍ଲୀ: ନାସାର ଘୋଷଣା ଅନୁଯାୟୀ, ଆଜି (୨୫ ଜୁନରେ) ଆକ୍ସିଅମ୍-୪ ମିଶନ୍ ଉତକ୍ଷେପଣ କରାଯାଇଛି। ଏହି ମିଶନରେ ଭାରତ, ହଙ୍ଗେରୀ ଏବଂ ପୋଲାଣ୍ଡର ମହାକାଶଚାରୀମାନେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ଅଭିମୁଖେ…
‘The Emergency Diaries’ ଜରୁରୀକାଳୀନ ସମୟରେ ପିଏମ ମୋଦୀଙ୍କ ସଂଘର୍ଷର କାହାଣୀ, ଅମିତ ଶାହ ଆଜି କରିବେ ଲଞ୍ଚ
ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଆଜିକୁ ୫୦ ବର୍ଷ ପୂରଣ ହୋଇଛି। ପିଏମ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ରୂପେ ପାଳନ କରିବେ।
ପିଏମ ମୋଦୀ କହିଛନ୍ତି…
ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ? ଟିମ୍ର ତ୍ରୁଟିକୁ ବଖାଣିଲେ କ୍ୟାପ୍ଟେନ ଶୁଭମନ ଗିଲ୍
ନୂଆଦିଲ୍ଲୀ: ଟେଷ୍ଟ କ୍ୟାପ୍ଟେନ ଭାବେ ଶୁଭମନ ଗିଲ୍ଙ୍କ ଜର୍ଣ୍ଣି ଭଲ ରହିଲାନି। Headingleyରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ଇଂଲଣ୍ଡ ହାତରେ ୫ ୱିକେଟରେ ପରାଜୟ ହେବାକୁ ପଡ଼ିଛି।
ଭାରତୀୟ…
ଆସିଗଲା ଗୁଗଲର AI ମୋଡ଼ ! ଏବେ ମିଳିବ ସ୍ମାର୍ଟ ଓ ସିଧା ଉତ୍ତର, ଜାଣନ୍ତୁ କିପରି କରିବ ଆପଣଙ୍କର ସାହାଯ୍ୟ
ଗୁଗଲ ନିକଟରେ ଭାରତରେ ଏହାର ଅତ୍ୟାଧୁନିକ ଏଆଇ ମୋଡ଼ ଲଞ୍ଚ କରିଛି, ଯାହା ସର୍ଚ୍ଚ ଅଭିଜ୍ଞତାକୁ ଆହୁରି ସହଜ ଓ ବୁଦ୍ଧିମାନ କରିବ। ଏହି ଫିଚରଟି ଗୂଗଲ ଲ୍ୟାବ୍ସ ମାଧ୍ୟମରେ ଇଂରାଜୀରେ ଉପଲବ୍ଧ ହେଉଛି ଏବଂ ଏହା ଜେମିନୀ ୨.୫…
ଆକ୍ସନ ମୋଡ଼ରେ ଖଣି ବିଭାଗ, ମାଙ୍ଗାନିଜ ଉତ୍ତୋଳନ ବେଳେ ବନ୍ଧା ହେଲେ ୭ ଅଭିଯୁକ୍ତ
ଯୋଡ଼ା: ମାଙ୍ଗାନିଜ ଉତ୍ତୋଳନ ବେଳେ ଖଣି ବିଭାଗର ବଡ଼ ଚଢାଉ। ୭ ଜଣଙ୍କୁ ଗିରଫ ସହ ବିପୁଳ ମାଙ୍ଗାନିଜ୍ ଜବତ ହୋଇଛି। ଚମ୍ପୁଆ ଉପଖଣ୍ଡ ଯୋଡ଼ା ହୁଡ଼ିସାହି ଜଙ୍ଗଲରେ ଏହି ଚଢାଉ ହୋଇଛି।
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ…
୨୪ ଘଣ୍ଟାରେ ଭୂମିକମ୍ପର ୩ଟି ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତେ ତୀବ୍ରତା
ନୂଆଦିଲ୍ଲୀ: ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ସକାଳ ୭:୦୩ ସମୟରେ ଆଣ୍ଡାମାନ ସାଗରରେ ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା।
ଏହା ପୂର୍ବରୁ, ସକାଳ ୧:୪୩ ସମୟରେ ୪.୨ ତୀବ୍ରତାର…
Personal loanର EMI କମ କରିବା ପାଇଁ ଆପଣାନ୍ତୁ ଏହି ୫ଟି ସ୍ମାର୍ଟ ଉପାୟ, କେମିତି ସୁଝିଯିବ ଋଣ ଜାଣି ବି ପାରିବେନି
ଓଡ଼ିଶା ଭାସ୍କର: ଆଜିକାଲି personal loan ଏକ ଆବଶ୍ୟକତା ପାଲଟିଛି। ଯେତେବେଳେ ଟଙ୍କାର ଆବଶ୍ୟକତା ଥାଏ, ସେତେବେଳେ ବ୍ୟକ୍ତିଗତ ଋଣ ହେଉଛି ସବୁଠାରୁ ସହଜ ବିକଳ୍ପ। ଏହି କାରଣରୁ, ଅନେକ ଲୋକେ ବ୍ୟାଙ୍କ ଏବଂ…