CHARIDHAM
Browsing Category

Top Stories

ଦୁଇ ଦିନରେ ୧୬୦୦ ଟଙ୍କାରୁ ଅଧିକ ମହଙ୍ଗା ହେଲା ସୁନା, କଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ

ନୂଆଦିଲ୍ଲୀ: ଗତ ଦୁଇ ଦିନରେ, ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟରେ ୧୬୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ସୁନା ମୂଲ୍ୟ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଡଲାର ସୂଚକାଙ୍କରେ ହ୍ରାସ । ବିଶେଷ କଥା ହେଉଛି…

ଜଗା ପାଖକୁ ଯିବାରେ ଆଉ ହେବନି ସମସ୍ୟା! ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ବର: ଖୁବଶୀଘ୍ର ପୁରୀରେ ହେବ ବିମାନ ବନ୍ଦର । ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ  । ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  । ଭାରତର ପ୍ରମୁଖ ସହରକୁ…

ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଫଳତା, ସ୍ୱଦେଶୀ MIGM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ନିରନ୍ତର ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି । ଭାରତୀୟ ନୌସେନା ମଧ୍ୟ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରୁଛି । ସୋମବାର ଦିନ, ଭାରତ ସ୍ୱଦେଶୀ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ (MIGM)…

ହାଏରେ କଳିଯୁଗ: ଏ କି ବାପ, ନିଜ ଜନ୍ମ କଲା ପୁଅକୁ କଲା ଗୁଳି, ବୋହୂ ଅଟାଇବା ବେଳେ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଅବସରପ୍ରାପ୍ତ ହୋମଗାର୍ଡ ତାଙ୍କ ବଡ଼ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ମଧ୍ୟ…

Xରେ ନାମ ପରିବର୍ତ୍ତନ କଲେ ଏଲନ ମସ୍କ! ‘Gorklon Rust’ର ଅର୍ଥ କଣ ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ Xର ମାଲିକ ଏଲନ ମସ୍କ ପୁଣି ଥରେ ଖବରର ଶିରୋନାମାରେ ରହିଛନ୍ତି । ଏଥର କାରଣ ହେଉଛି ତାଙ୍କର ନୂତନ ୟୁଜରନେମ୍ 'ଗୋର୍କଲନ୍ ରଷ୍ଟ', ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ…

PNBରେ ୧ଲକ୍ଷ ଜମା କଲେ ମିଳିବ ୧୬,୨୫୦ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ

ନୂଆଦିଲ୍ଲୀ: ଆରବିଆଇ ଅପ୍ରେଲ, ୨୦୨୫ରେ ରେପୋ ରେଟକୁ ୬.୨୭ ହ୍ରାସ କରି ୬ ପ୍ରତିଶତ କରିଦେଇଥିଲା। କିନ୍ତୁ ଅନେକ ବ୍ୟାଙ୍କ ଏହି ରେପୋ ରେଟରେ ହ୍ରାସ ପରେ ବି ନିଜ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧ ପ୍ରଦାନ କରୁଛି। ଆଜି…

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା କମାଇଦେଲେ ଏଫଡି ସୁଧ ଦର, ଚେକ୍ କରନ୍ତୁ କେତେ ମିଳିବ ରିଟର୍ଣ୍ଣ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦାଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମେ’ ୨୦୨୫ ପାଇଁ ନିଜ ଏଫଡି ସୁଧ ଦରରେ ପରିବର୍ତ୍ତନ କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ୩ କୋଟି ଟଙ୍କାରୁ କମ ଆମାଉଣ୍ଟର ଏଫଡି ସୁଧ ଦର ହ୍ରାସ କରିଛି,…

କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଯାଇଛି । ରବିବାର ସନ୍ଧ୍ୟାରେ ରାଜପୁତ ସିନ୍ଧର ନାମକ ଜଣେ ଯୁବକ ମହମ୍ମଦ ସାମିଙ୍କ ମେଲ୍ ଆଇଡିକୁ ଏକ ଇମେଲ୍ ପଠାଇ ତାଙ୍କୁ ହତ୍ୟା ଧମକ…

ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ, ଶତ୍ରୁ ଆକ୍ରମଣ ପରିସ୍ଥିତିରେ ନିଜର ସୁରକ୍ଷା ପ୍ରସ୍ତୁତି ପରାମର୍ଶ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କଳହ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଅନୁଯାୟୀ, ଅନେକ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଜାତି ଜନଗଣନା, କଂଗ୍ରେସର ସନ୍ଦେହଜନକ ରେକର୍ଡର ପର୍ଦ୍ଦାଫାସ !

ନୂଆଦିଲ୍ଲୀ: ଦଶନ୍ଧି ଧରି କଂଗ୍ରେସ ଦଳ ସାମାଜିକ ନ୍ୟାୟକୁ ସମର୍ଥନ କରୁଥିବା ଦାବି କରିଆସୁଛି, ତଥାପି ଜାତି ଜନଗଣନା ଉପରେ ଏହାର ଟ୍ରାକ୍ ରେକର୍ଡ ଏକ ସମ୍ପୂର୍ଣ୍ଣ ଭିନ୍ନ ବାସ୍ତବତା ଦର୍ଶାଉଛି । ଏହା ବ୍ୟବସ୍ଥାଗତ…