Browsing Category

Top Stories

ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ, ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା

ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିର ନେଇ ବୟାନ ଦେଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ । ପ୍ରେସ୍‌ ରିଲିଜ୍‌ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ,…

Sita Navami 2025: ଆଜି ସୀତା ନବମୀ, ଏପରି ପୂଜାର୍ଚ୍ଚନା କଲେ ମିଳିବ କୃପା

ନୂଆଦିଲ୍ଲୀ: ସୀତା ନବମୀ ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହାକୁ ଜାନକୀ ନବମୀ ମଧ୍ୟ କୁହାଯାଏ । ପଞ୍ଚଙ୍ଗ ଅନୁଯାୟୀ ସୀତା ନବମୀ ବୈଷ୍ଣବ ମାସର ଶୁକ୍ଲପକ୍ଷର ନବମ ଦିନରେ ପାଳନ କରାଯାଏ । ଆଜି ଅର୍ଥାତ୍ ୫ ମଇ…

୭୨ ବର୍ଷରେ ଡାକ୍ତର ହେବାର ଇଚ୍ଛା, ଜେଜେମାଆ ଦେଲେ NEET ପରୀକ୍ଷା

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ୪ ମେ’ରେ ଥିଲା ନିଟ୍ ପରୀକ୍ଷା। ଏଥିରେ ଅନେକ ପ୍ରାର୍ଥୀ ପରୀକ୍ଷା ଦେଇସାରିଛନ୍ତି। ତେବେ ଯୁବା ନିଟ୍ ପ୍ରାର୍ଥୀଙ୍କ ଭିଡ଼ରେ, ଜଣେ ଆନ୍ଧ୍ରପ୍ରଦେଶର ୭୨ ବର୍ଷୀୟ ପୋଥୁଲା ଭେଙ୍କଟାଲକ୍ଷ୍ମୀ…

ବିଜେଡିର ସାଂଗଠନିକ ନିର୍ବାଚନ, ୧୫ ଉପସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ନେଇ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସାଂଗଠନ ଦୁର୍ବଳ ହୋଇ ଯାଉଥିବା ବେଳେ ଦଳ ଉପସଭାପତି ଦାୟିତ୍ବରେ ଅନେକ ବରିଷ୍ଠଙ୍କୁ ରଖିଛି । ଅନ୍ୟପଟେ ଦଳ ପାଇଁ…

Parents ହେବ ତ ଏମିତି! ୧୦ମର ସବୁ Subjectରେ ଫେଲ ହେଲା ପୁଅ, କେକ୍ କାଟିଲେ ବାପା-ମାଆ

ନୂଆଦିଲ୍ଲୀ: ସାଧାରଣତଃ ଦେଖାଯାଏ ଯେ, ଯଦି କୌଣସି ପିଲା ବୋର୍ଡ ପରୀକ୍ଷାରେ ଫେଲ୍ ହୁଏ, ତେବେ ତା' ସହ ତାଙ୍କ ବାପାମାଆ ମଧ୍ୟ ଦୁଃଖିତ ହୋଇଯାଆନ୍ତି ଏବଂ କିଛି ବାପାମାଆ ପିଲାମାନଙ୍କୁ ଗାଳି ମଧ୍ୟ ଦେବା ଆରମ୍ଭ…

ପହଲଗାମ ହମଲାରେ ଭାରତକୁ ମିଳିଲା ରୁଷର ସମର୍ଥନ, ପିଏମ ମୋଦୀଙ୍କ ସହ ଫୋନରେ କଥା ହେଲେ ପୁଟିନ୍‌

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଛନ୍ତି। ପୁଟିନ ଆତଙ୍କବାଦ ବିରୋଧରେ…

(Video) ସେଲଫି ନେବାର ସଉକ ପଡ଼ିଲା ମହଙ୍ଗା, ଫଟୋ ଉଠାଇବା ବେଳେ ପାଣିକୁ ଟାଣି ନେଲା କୁମ୍ଭୀର

ନୂଆଦିଲ୍ଲୀ:  ଫିଲିପାଇନ୍ସର ଦକ୍ଷିଣ ଜାମ୍ବୋଆଙ୍ଗା ସିବୁଗେ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ 29 ବର୍ଷୀୟ ଯୁବକ ସେଲଫି ନେବା ପାଇଁ କୁମ୍ଭୀର ଖୁଆଡ଼ରେ ପ୍ରବେଶ କରିଥିଲେ ଏବଂ…

ବିଭିନ୍ନ ସେଲ୍‌ ପାଇଁ ବିଜେଡି ବରିଷ୍ଠଙ୍କୁ ଦାୟିତ୍ବ ବଣ୍ଟନ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ବିଭିନ୍ନ ସେଲ୍ ପାଇଁ ଏହି ଦାୟିତ୍ବ ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ, ବିଜୁ କୃଷକ ସାମୁଖ୍ୟ…

Waqf Amendment Act: ୧୫ ମେ’ରେ ନୂଆ ସିଜେଆଇ କରିବେ ଶୁଣାଣି, ଜଷ୍ଟିସ ଖାନ୍ନାଙ୍କ ପାଇଁ ଇମୋସନାଲ ହେଲେ ତୁଷାର ମେହତା

ନୂଆଦିଲ୍ଲୀ: ଓକଫ ସଂଶୋଧନ ଆଇନକୁ ନେଇ ଦାଖଲ କରାଯାଇଥିବା ପିଟିସନଗୁଡ଼ିକ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆଗାମୀ ଶୁଣାଣି ୧୫ ମେ’ରେ କରାଯିବ। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା…

ଦୀଘାରେ ହଟିନି ବିବାଦୀୟ ‘ଜଗନ୍ନାଥ ଧାମ’ ନାମ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଏଥିରେ ରାଜନୈତିକ ତର୍କ ବିତର୍କ ଜାରି ରହିଛି। ଏହାରି ମଧ୍ୟରେ କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ହଟିଲା ବିବାଦୀୟ ‘ଜଗନ୍ନାଥ ଧାମ’ ନାମ।…