Browsing Category
Top Stories
BCCIର ବଡ଼ ନିଷ୍ପତ୍ତି, ଇଂଲଣ୍ଡ ଗସ୍ତରେ ଜସପ୍ରୀତ ବୁମରାଙ୍କୁ ମିଳିବନି ଭାରତର ଅଧିନାୟକ-ଉପଅଧିନାୟକ ପଦ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ତାରକା ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ଟିମ୍ ମ୍ୟାନେଜମେଣ୍ଟ ଆଗାମୀ ଇଂଲଣ୍ଡ…
ଲିଭରରେ ସଂକ୍ରମଣ ପରେ ଚର୍ମରେ ଦେଖାଯାଏ ଏହି ଲକ୍ଷଣ: ଜାଣନ୍ତୁ କ’ଣ ଓ ଏଥିରୁ ବର୍ତ୍ତିବାର ଉପାୟ
ଯକୃତ (ଲିଭର) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଖାଦ୍ୟ ପରିପାକ, ବିଷାକ୍ତ ପଦାର୍ଥ ନିଷ୍କାସନ ଓ ଶରୀରରେ ଶକ୍ତି ସଞ୍ଚୟରେ ମୁଖ୍ୟ ଭୂମିକା ନିର୍ବାହ କରେ। ଯଦି ଯକୃତରେ ସଂକ୍ରମଣ ହୁଏ, ତେବେ ଏହାର ପ୍ରଭାବ କେବଳ…
ତଳମୁହାଁ ହେଉଛି ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରି , ୧୦୦% ଟାରିଫ୍ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ସଙ୍କଟରେ ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ନିଷ୍ପତ୍ତି ନେଇ ବିଦେଶରେ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହି…
କମ୍ କ୍ରେଡିଟ୍ ସ୍କୋର୍ ପିଲାଙ୍କ ଭବିଷ୍ୟ ପାଇଁ ସାଜିବନି ବାଧକ, ଜାଣନ୍ତୁ ମିନିଟ୍ରେ କିପରି ମିଳିବ ଏଜୁକେସନ୍ ଲୋନ୍
ଆପଣଙ୍କ ପିଲାର ଉଚ୍ଚ ଶିକ୍ଷା ପାଇଁ କ୍ରେଡିଟ୍ ସ୍କୋର୍ ଏବେ ଆଉ ବାଧକ ହେବ ନାହିଁ। ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନମାନେ ଏବେ ଏଜୁକେସନ୍ ଲୋନ୍ ପ୍ରଦାନ କରିବାରେ ଅଧିକ ସହଜ ନୀତି ଗ୍ରହଣ କରୁଛନ୍ତି, ଯାହା ଦ୍ୱାରା କମ୍…
ଭୁବନେଶ୍ବରରେ ଲଜ୍ଜା, ଅଶ୍ଲୀଳ ଫଟୋ ଉଠାଇ ମା’ଝିଅଙ୍କୁ ଦୁଷ୍କର୍ମ!
ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଭୁବନେଶ୍ବରରେ ମା ଏବଂ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଶ୍ଲିଳ ଫଟୋକୁ ନେଇ କାଣ୍ଡ ଭିଆଇଥିବା ଜଣାପଡିଛି ।
ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି ।…
କ୍ଷୀର ପିଇବା ପରେ ଛୁଆ ସଙ୍ଗେସଙ୍ଗେ ଶୋଇ ପଡୁଛନ୍ତି କି? ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ନୂଆଦିଲ୍ଲୀ: ମା' କ୍ଷୀର ପିଲା ପାଇଁ ଅମୃତ ସଦୃଶ। ଏହା ଛୋଟ ପିଲାମାନଙ୍କ ବୃଦ୍ଧି ପାଇଁ ଏକ ଔଷଧ । ଡାକ୍ତରମାନେ ପିଲାମାନଙ୍କୁ 6 ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦିଅନ୍ତି ।
ନବଜାତ ଶିଶୁ ମା'…
ଦୀଘା ଦାରୁ ବିବାଦ, ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ
ଭୁବନେଶ୍ବର: ଦୀଘା ଜଗନ୍ନାଖ ମନ୍ଦିରକୁ ନେଇ ବିବାଦରେ ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାମମହାପାତ୍ର । ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ସହିତ ବଙ୍ଗଳା ଚ୍ୟାନେଲରେ ପ୍ରତିକ୍ରିୟା ଦେବା…
ପହଲଗାମ ହମଲା ନେଇ ରାଜନାଥ ସିଂହଙ୍କ ବୟାନ, କହିଲେ ଶତ୍ରୁଙ୍କୁ ତାଙ୍କ ଭାଷାରେ ଜବାବ ମିଳିବ
ନୂଆଦିଲ୍ଲୀ; ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି ଏବଂ ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ…
Ketu gochar 2025: ସିଂହ ରାଶିକୁ ଗୋଚର କରିବେ କେତୁ, ଏହି ରାଶିର ଖୋଲିବ ଭାଗ୍ୟ
ନୂଆଦିଲ୍ଲୀ: ଖୁବଶୀଘ୍ର ସିଂହ ରାଶିକୁ କେତୁ ଗୋଚର କରିବେ । ଗ୍ରହ ଏବଂ ନକ୍ଷେତ୍ରର ପ୍ରଭାବ ପ୍ରତ୍ୟେକଙ୍କ ଜୀବନରେ ପଡିଥାଏ । ତେବେ କେତୁ ମେ 18 ତାରିଖରେ ସିଂହ ରାଶିକୁ ପ୍ରବେଶ କରିବେ ।
କେତୁ ଗୋଟିଏ ରାଶିରେ 18…
Breaking: ଭାରତୀୟ ସମ୍ବାଦ ବିତର୍କରୁ ପାକିସ୍ତାନୀ ପ୍ୟାନେଲିଷ୍ଟଙ୍କୁ ବ୍ୟାନ କଲା NBDA
ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆଣ୍ଡ ଡିଜିଟାଲ୍…