Browsing Category
Top Stories
ହସ୍ପିଟାଲରୁ ଶିଶୁ କନ୍ୟା ଚୋରି, ଧରିବା ବାହାନାରେ ଛୁଆକୁ ନେଇ ଚମ୍ପଟ ମାରିଥିଲା ଚୋର
ସୁବର୍ଣ୍ଣପୁର: ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି । ଜଣେ ମହିଳା ଏହି ଚୋରି କରିଥିବା…
ଆନ୍ଧ୍ରପ୍ରଦେଶ: ଅଚାନକ ଆସିଲା ବନ୍ୟା, ୧୭ ମୃତ; ୧୦୦ ନିଖୋଜ
ଅମରାବତୀ: ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶରେ ଅଚାନକ ବନ୍ୟା ଆସିବା ଫଳରେ ଧ୍ୱଂସ ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ୟ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାୟ…
ରାଜସ୍ଥାନରେ କ୍ୟାବିନେଟ ବିସ୍ତାର କାଉଣ୍ଟଡାଉନ୍ ଆରମ୍ଭ: ପାଇଲଟଙ୍କ ଗୋଷ୍ଠୀରୁ ୫ ଜଣଙ୍କୁ ମିଳିପାରେ ମନ୍ତ୍ରୀପଦ
ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଅର୍ଥାତ ୨୧ କିମ୍ବା ୨୨ରେ କ୍ୟାବିନେଟ ପୁନର୍ଗଠିତ ହୋଇପାରେ । ଏହି ଅବସରରେ…
ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଲେ ମାଓବାଦୀ
ନୂଆଦିଲ୍ଲୀ: ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି ମାଓବାଦୀ । ରାଉଲକେଲା-ଟାଟାନଗରା ମଧ୍ୟରେ ରେଳ ଟ୍ରାକ୍ ଉଡାଇ ଦେଇଥିବା ସୂଚନା ମିଳିଛି । ଝାଡଖ୍ରଣ୍ଡର ସୋନୁଆ ଓ ଲୋଟାପାହାଡ ମଝିରେ ରେଳ ଟ୍ରାକ୍ ଉଡାଇଦେଇଛନ୍ତି…
ଆନ୍ଧ୍ରପ୍ରଦେଶରେ ବନ୍ୟା ବିତ୍ପାତ: ଭାଙ୍ଗିଲା ୪ଟି ଘର, ୧୨ଜଣଙ୍କ ଗଲା ଜୀବନ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କିଛି ଦିନ ହେବ ମୁଷଳଧାର ବର୍ଷା ଜାରି ରହିଛି । ଯାହାଫଳରେ କିଛି ଅଞ୍ଚଳର ସ୍ଥିତି ସମ୍ପୂଣ୍ଟର୍ଣ ଭାବରେ ବିଗିଡ଼ି ଯାଇଛି । ଚାରିଟି ଘର ଭୁସୁଡ଼ିବା ସହିତ ଅନେକଙ୍କ ଘରେ ଜଳମଗ୍ନ ଅବସ୍ଥାରେ…
ଡ୍ରାମା, ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଲା ଅନୁମତି, ନୂଆ ଗାଇଡଲାଇନ୍ ଜାରି କଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ସ୍ଥିତିରେ ଧିରେଧିରେ ସୁଧାର ଆସୁଥିବାରୁ ସରକାର ବିଭିନ୍ନ ଅନୁଷ୍ଠାନକୁ ଧୀରେଧୀରେ ଖୋଲିବାକୁ ଅନୁମତି ଦେଉଛନ୍ତି । ପୂର୍ବରୁ ସ୍କୁଲ ଖୋଲିବାକୁ ଅନୁମତି ମିଳିସାରିଥିବା…
ବାଣ ପାଇଁ ନୁହେଁ ନଡ଼ା ଜଳିବା ଫଳରେ ଦିଲ୍ଲୀରେ ହେଉଛି ବାୟୂ ପ୍ରଦୂଷଣ: ନାସା
ନୂଆଦିଲ୍ଲୀ: ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍(ନାସା) ଦୀପାବଳୀ ପରଠାରୁ ଏକ ଅଧ୍ୟୟନର ନିଷ୍କର୍ଷ ବାହାର କରିଛି । ଯାହାକି ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସହ ଜଡ଼ିତ । ନାସାର ଅଧ୍ୟୟନ…
TMCକୁ ଯାଇପାରନ୍ତି ବରୁଣ ଗାନ୍ଧି, ଖୁବଶୀଘ୍ର ଦିଦିଙ୍କ ସହିତ ସାକ୍ଷାତ
ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତା ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଇତିମଧ୍ୟରେ ସେ ତ୍ରିପୁରା, ୟୁପି ଓ ଗୋଆ ଗସ୍ତ କରି ସଂପୃକ୍ତ ରାଜ୍ୟର କିଛି…
ଭୁବନେଶ୍ୱରଙ୍କ ଭୟଙ୍କର ବୋଲିଂରେ ଫାଟିଲା ନିଶମଙ୍କ ବ୍ୟାଟ୍, ଦେଖନ୍ତୁ ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: କୋଚ୍ ରାହୁଲ ଦ୍ରାବିଡ ଏବଂ ହିଟ୍ ମ୍ୟାନ୍ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍ ରେ ମାତ୍ ଦେଇଛି। ଓପନର…
ଉହାନର ଆନିମଲ୍ ମାର୍କେଟରୁ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ସଂକ୍ରମିତ: WHO
ନୂଆଦିଲ୍ଲୀ: କରୋନାର ସଠିକ୍ ଉତ୍ପତ୍ତି ସ୍ଥଳକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଶେଷରେ ସେହି ସ୍ଥାନ ସମସ୍ତଙ୍କ ସାମନାକୁ ଆସିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସ୍ଥାନର ଖୁଲାସା କରିଛନ୍ତି ।…