Browsing Category
Top Stories
ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ହେଲା ଆରମ୍ଭ, ପୂର୍ବଭଳି ଦିଆଯିବ ରେଡି-ଟୁ-ଇଟ୍ ମିଲ୍
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ…
ଏୟାରଟେଲ ବ୍ଲାକର ସବୁଠୁ ଶସ୍ତା ପ୍ଲାନ; ମିଳୁଛି ଅଧିକ ଡାଟା, କଲିଂ ଏବଂ ଡିଟିଏଚର ଫାଇଦା, ଜାଣନ୍ତୁ କେମିତି
ଏୟାରଟେଲ କିଛି ମାସ ପୂର୍ବରୁ ଏୟାରଟେଲ ବ୍ଲାକ୍ ନାମକ ଏକ ସେବା ଆରମ୍ଭ କରିଥିଲା। ଏହି ସେବା ଅଧୀନରେ, ଏୟାରଟେଲ୍ ଉପଭୋକ୍ତାମାନେ ଡିଟିଏଚ୍, ପୋଷ୍ଟପେଡ୍ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ପରି ଅନେକ ସେବାର ଏକକାଳୀନ…
ରାଶିଫଳ(ଶନିବାର,୨୦ ନଭେମ୍ବର,୨୦୨୧)
ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…
କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ! ଜାଣନ୍ତୁ କାରଣ
ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ସ୍ୱଳ୍ପ ସମୟ ପାଇଁ ଉପରାଷ୍ଟ୍ରପତି କମଲା ହାରିସଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।…
ଗର୍ଜିଲା ରୋହିତ-ରାହୁଲଙ୍କ ବ୍ୟାଟ୍, ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ରାଞ୍ଚି : ପୁଣି ରୋହିତ ବାହିନୀଙ୍କ ଦମଦାର ପ୍ରଦର୍ଶନ। କୋଚ୍ ରାହୁଲ ଦ୍ରାବିଡ ଏବଂ ରୋହିତଙ୍କ ନେତୃତ୍ଵରେ ଉତ୍ସାହିତ ଭାରତୀୟ ଦଳ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭…
ଶନିବାର ଦେଶବ୍ୟାପୀ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ; ସୋନିଆ କହିଲେ- ଜିତିଲେ ଚାଷୀ, ହାରିଲେ ସରକାର
ନୂଆଦିଲ୍ଲୀ : ତିନି କୃଷି ଆଇନ ପ୍ରତ୍ୟାହାର ସହ ଦେଶରେ କୃଷକଙ୍କ ମହଲରେ ଖୁସିର ମାହୋଲ ଖେଳି ଯାଇଛି। ଆଜିର ଦିନକୁ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ପରି ଐତିହାସିକ ବୋଲି କହିଛନ୍ତି କୃଷକ ସଂଗଠନ ସହ ବିରୋଧୀ ଦଳ। ଏହି…
ଶନିବାର ଉପଲବ୍ଧ ହେବ +୨ ରେଜଲ୍ଟ
ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ +୨ ଅଫଲାଇନ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା…
କୃଷି ଆଇନ ପ୍ରତ୍ୟାହରକୁ ନେଇ ଖପ୍ପା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କହିଲେ ବଡ଼ କାରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାଉପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଏହି ନିଷ୍ପତ୍ତି ଏଥିପାଇଁ ନିଅଯାଇଛି କାରଣ…
ମୁଖ୍ୟମନ୍ତ୍ରୀ ନହେବା ପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ, ସଂକଳ୍ପ ନେଲେ ଚନ୍ଦ୍ରାବାବୁ ନାଇଡୁ
ଅମରାବତୀ: ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ। ଶୁକ୍ରବାର ଏମିତି ଦୃଢ ସଂକଳ୍ପ ନେଇଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାବୁକ…
ଉହାନର ପଶୁ ବଜାରରେ ମିଳିଥିଲା ପ୍ରଥମ କୋଭିଡ-୧୯ ମାମଲା, ‘WHO’ର ଖୁଲାସା
ନୂଆଦିଲ୍ଲୀ: ଉହାନର ପଶୁ ମାର୍କେଟରୁ ପ୍ରଥମ କୋଭିଡ୍ ମାମଲା ମିଳିଥିବା ନେଇ ଖୁଲାସା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଯାଞ୍ଚରୁ ଜଣାପଡ଼ିଛି ଯେ ଚୀନର ଉହାନ ପଶୁ ମାର୍କେଟରେ ଜଣେ ବ୍ୟବସାୟୀ କୋଭିଡ ସଂକ୍ରମିତ…