Browsing Category
Top Stories
କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ସମୟରେ ହେବ ନାହିଁ ଟଙ୍କା ଟ୍ରାନ୍ସଫର, SBIର ଗୁରୁତ୍ୱପୂର୍ଣ୍ଣ ସୂଚନା
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଏସବିଆଇ । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କାଲିଠାରୁ ୩…
ଆଜି ରାଜ୍ୟରେ ୫୨୪ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
RBI ପକ୍ଷରୁ ମଧ୍ୟମ ବର୍ଗଙ୍କୁ କ’ଣ ମିଳିବ, ଦିପାବଳୀ ଗିଫ୍ଟ ନା ଝଟକା, ଆଜି ହେବ ଘୋଷଣା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି (ଏମପିସି)ର ତିନିଦିନିଆ ବୈଠକ ଆଜି ସମାପ୍ତ ହେବ । ତେବେ ଏହି ସମୀକ୍ଷା ପରେ କ’ଣ ନିଷ୍ପତ୍ତି ହୋଇଛି ସେନେଇ ଆଜି ପ୍ରେସ କନଫରେନ୍ସ ମାଧ୍ୟମରେ…
ଓଡ଼ିଶାରେ ସୁସ୍ଥ ଅପେକ୍ଷା ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଫୋନ୍ କଲେ ଘରକୁ ଯାଇ ଦିଆଯିବ କରୋନା ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ୫ ଶହରୁ ୬ ଶହ ମଧ୍ୟରେ ଦୈନିକ ସଂକ୍ରମଣ ରହୁଛି । ତେବେ ସୁସ୍ଥଙ୍କ ସଂଖ୍ୟା ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ପଜିଟିଭ୍…
ଆଜି ଆସିବ ପଞ୍ଚାୟତ ଭୋଟ ସଂରକ୍ଷଣ ଚିଠା ତାଲିକା, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପଞ୍ଚାୟତ ଭୋଟ ନେଇ ବିଜ୍ଞପ୍ତି ଜାରି ହେବ । ଆଶା ଓ ଆଶଙ୍କା ମଧ୍ୟରେ ପ୍ରକାଶ ପାଇବ ପଞ୍ଚାୟତ ଭୋଟ ପାଇଁ ଚିଠା ସଂରକ୍ଷଣ ତାଲିକା । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ…
ପୁଣିଥରେ ଭାରତ-ଚୀନ ସେନା ମୁହାଁମୁହିଁ, ୨୦୦ ଚୀନ ସେନାଙ୍କୁ ଯବାନ ଦେଲେ କଡ଼ା ଜବାବ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ…
ଆଗାମୀ ବର୍ଷ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ବନ୍ଦ ହୋଇଯିବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର
ନୂଆଦିଲ୍ଲୀ: ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ୨୦୨୨ ସୁଦ୍ଧା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ୍ ସମଗ୍ର ଦେଶରେ ବନ୍ଦ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ସମ୍ପୂର୍ଣ୍ଣ ଦେଶକୁ…
ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ କରିବ ପଚରାଉଚରା, ହୋଇପାରନ୍ତି ଗିରଫ
ଲକ୍ଷ୍ନୌ : ଲଖିମପୁର ଖେରୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି କ୍ରାଇମବ୍ରାଞ୍ଚ ।…
୧୪ ଦିନ ନ୍ୟାୟିକ ହେପାଜତକୁ ଗଲେ ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତ, ଜେଲ୍ ନା ‘ମନ୍ନତ୍’? ଆଜି ହେବ ଫଇସଲା
ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗୁରୁବାର ଦିନ ମୁମ୍ବାଇ କୋର୍ଟ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛି । ବଲିଉଡ୍ ସୁପରଷ୍ଟାର୍ ଶାହରୁଖ…
ରାଶିଫଳ(ଶୁକ୍ରବାର,୦୮ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।…