Browsing Category

Top Stories

ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଲୁହା ରଡ୍ ରେ ମୁଣ୍ଡକୁ ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଛି । ଆହତ ସାମ୍ବଦିକ ସତ୍ୟସୁନ୍ଦର ଭଞ୍ଜ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମର୍ଣ୍ଣିଂ ୱାକ୍…

ଏହି ସବୁ ରୋଗୀ ଖାଇ ପାରିବେନି ଡାଳିମ୍ବ; ଜାଣନ୍ତୁ କଣ ରହିଛି କାରଣ

ଡାଳିମ୍ବ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ। ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା। ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ।…

ରାଶିଫଳ(ଶୁକ୍ରବାର,୦୧ ଅକ୍ଟୋବର,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…

ଆଇପିଏଲ୍ ୨୦୨୧: ସାଉଥ୍ ଡର୍ବିକୁ ଜିତିଲା ସୁପର କିଙ୍ଗସ୍

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବିକୁ ୬ୱିକେଟରେ ଜିତିନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ…

କଂଗ୍ରେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାର ଦାୟୀ- ନଟବର ସିିଂହ

ନୁଆଦିଲ୍ଲୀ: କଂଗେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିିଂହ । ନଟବର ସିଂହ କଂଗ୍ରେସର ପାର୍ଟିୀର ସ୍ଥିତିପାଇଁ ପାର୍ଟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ପୋଲିସ ଅଫିସର

ନୂଆଦିଲ୍ଲୀ: କୋଭିଡ ପେଟ୍ରୋଲିଂ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ପୋଲିସ ଅଫିସର । ଲଣ୍ଡନରେ ଘଟିଯାଇଛି ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୩୩ ବର୍ଷିୀୟା ମହିଳା ଜଣଙ୍କ ନିଜ ଘରକୁ…

ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାତ୍ରୀ ହୋଇପଡ଼ିଥିଲେ ଅସୁସ୍ଥ

ଭୁବନେଶ୍ୱର: କଲିକତାରୁ ହାଇଦ୍ରାବାଦ ଯାଉଥିବା ଜଣେ ଯାତ୍ରୀ ଅସୁସ୍ଥ ହେବାଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା…

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ…

ଦୁବାଇରେ ସାଉଥ୍ ଡର୍ବି: CSK ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବି ଦେଖିବାକୁ ମିଳିଛି । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ…

ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ ।…