CHARIDHAM
Browsing Category

Top Stories

କର୍ତ୍ତବ୍ୟ ଭୁଲିଗଲେ ଡାକ୍ତର: ଗର୍ଭବତୀଙ୍କୁ ଧକ୍କା ମାରି ତଡିଦେଲେ

ବୌଦ୍ଧ(ଓଡ଼ିଶା ଭାସ୍କର):ଜନୈକ ଡାକ୍ତର ରୋଗୀସେବା ଛାଡି ନିଜ ରୋଗୀଙ୍କୁ ବେଡରେ ରଖିବା ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ବେଡରୁ ଗାଳିଗୁଲଜ କରି ଜୋରଜବରଦସ୍ତ ଧକ୍‌କା ମାରି ତଡିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।…

ନିଟ୍ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହେଲେ ରିକ୍ସା ଚାଳକଙ୍କ ପୁଅ; ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ମୁର୍ଶିଦ

ଭୁବନେଶ୍ୱର: ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ଗରିବ ପରିବାରରୁ ବାହାରିଲେ ଡ଼ାକ୍ତରୀପୁଅ । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇପାରିବ, ତାହା କରିଦେଖାଇଛନ୍ତି ଭଦ୍ରକ ପୁରୁଣା…

ମାତଙ୍ଗ ଋଷି ଆଶ୍ରମରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

କେନ୍ଦୁଝର(ଓଡ଼ିଶା ଭାସ୍କର):କହ୍ନେଇଲାଲ ଜୀଉଙ୍କର ପ୍ରମୁଖ ଉତ୍ସବ ଭାବରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଆଜି ଜିଲ୍ଲା ଯାଦବ ମହାସଭା ତରଫରୁ ରାଙ୍କିଆ ଗ୍ରାମସ୍ଥିତ ମାତଙ୍ଗଋଷି ଆଶ୍ରମରେ ଗୋବର୍ଦ୍ଧନ ପୂଜାଉତ୍ସବ…

ପ୍ରେସିଡେଣ୍ଟ କପ୍ ଶୁଟିଂ ଚାମ୍ପିୟନସିପ୍: ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କଲେ ଇଣ୍ଡୋ-ଇରାନ ଟିମ୍

ନୂଆଦିଲ୍ଳୀ: ଆଇଏସଏସଏଫ ପ୍ରେସିଡେଣ୍ଟ କପ୍ ରେ ଭାରତୀୟ ମହିଳା ସୁଟର ମନୁ ଭାକେର ଏବଂ ଇରାନ ଅଲିମ୍ପିକ ଚାମ୍ପିୟନ ଜାଭେଦ ଫୋରୋଜୀଙ୍କ ମିକ୍ସ ଟିମ୍ ୧୦ମି ଏୟାର ପିସ୍ତଲରେ ଗୋଲ୍ଡ ହାସଲ କରିଛନ୍ତି । ଶୁକ୍ରବାର ଏହି…

ମଝି ରାସ୍ତାରେ ଫାଟିଲା ତେଲ ଟ୍ୟାଙ୍କର; ଜୀଅନ୍ତା ଜଳିଗଲେ ୯୧

ନୂଆଦିଲ୍ଲୀ: ଏକ ତେଲ ଟ୍ୟାଙ୍କର ଫାଟିବା ଫଳରେ ୯୧ ଜଣଙ୍କ ପ୍ରାଣହାନି ଘଟିଛି । ଆଫ୍ରିକୀୟ ରାଷ୍ଟ୍ର୍ର ସିଏରା ଲିଓନରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଅନ୍ୟୁନ ୯୧ ଲୋକ ଜୀଅନ୍ତା ଜଳି ଯାଇଥିବା…

କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏତିକି ବଢ଼ିଲା ଠିକା କର୍ମଚାରୀଙ୍କ ଦରମା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଚୁକ୍ତିଭିତ୍ତିକ ତଥା ଠିକା କର୍ମଚାରୀଙ୍କ ଦରମା । ଅର୍ଥ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୮,୦୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୧୦୦…

ସହଯୋଗର ହାତ ବଢାଇଲେ ପ୍ରମୋଦ ପଣ୍ଡା; ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ କରିବେ ଗଞ୍ଜାମର ୧୦ଛାତ୍ରଛାତ୍ରୀ

ବେଗୁନିଆପଡା:ପ୍ରତିଯୋଗୀ ଗଞ୍ଜାମ(ଓଡ଼ିଶା ଭାସ୍କର): ଦେଶର ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ଉଜ୍ଜିବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଖେଲୋ ଇଣ୍ଡିଆ…

ପ୍ଲେନ୍ କ୍ରାସରେ ଲୋକପ୍ରିୟ ଗାୟିକା ମାରିଲିୟାଙ୍କ ମୃତ୍ୟୁ, ଦୁର୍ଘଟଣା ପୂର୍ବର ଭିଡିଓ ଏବେ ଭାଇରାଲ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକ ମାରିଲିଆ ମେଣ୍ଡୋଙ୍କାଙ୍କର ମୃତ୍ୟୁ ହୋଇଛି । ସେହି ବିମାନରେ ତାଙ୍କର ଜଣେ ମାମୁଁ, ମ୍ୟାନେଜର ଓ ସହକର୍ମୀ ମଧ୍ୟ ଉପସ୍ଥିତ ଥିଲେ ଓ ଦୁର୍ଘଟଣାରେ ସେମାନଙ୍କର…

ଜନଧନ ଆକାଉଣ୍ଟରେ ମିଳିବ ୨ ଲକ୍ଷ ଯାଏଁ ଫାଇଦା; ଏହି ବ୍ୟାଙ୍କ ପକ୍ଷରୁ ମିଳୁଛି ସୁବିଧା

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆର ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଆକାଉଣ୍ଟ ସମସ୍ତଙ୍କ ନିକଟରେ ରହିଛି । ବ୍ୟାଙ୍କ ଆକାଉଣ୍ଟର ବହୁତ ସାରା ଫାଇଦା ମିଳୁଥିବା ବେଳେ ବର୍ତ୍ତମାନ ଜନ ଧନ ଆକାଉଣ୍ଟରେ ମିଳିବାକୁ ଯାଉଛି ୨ ଲକ୍ଷ…

କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଟ୍ରାଜେଡି; ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ହସ୍ପିଟାଲରେ ନିଆଁଲାଗି ୧୦ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥବା ସୂଚନା ଅନୁସାରେ ହସ୍ପିଟାଲରେ ୨୫ ଜଣ ରୋଗୀ ଆଇସିୟୁରେ ଚିକିତ୍ସିତ…