Browsing Category
Top Stories
ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ବ୍ୟାଙ୍କିଙ୍ଗ ଆପକୁ ଟାର୍ଗେଟ କରୁଛି ‘ଗଡ଼ଫାଦର’ ମାଲୱେୟାର: କ’ଣ ଆପଣ ବିପଦରେ ଅଛନ୍ତି?
ଭୁବନେଶ୍ୱର : ଏକ ନୂଆ ଏବଂ ଅତ୍ୟନ୍ତ ବିପଜ୍ଜନକ ମାଲୱେୟାର, ‘ଗଡ଼ଫାଦର’ ନାମରେ ପରିଚିତ, ଯାହାକି ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ବ୍ୟାଙ୍କିଙ୍ଗ ଆପକୁ ଟାର୍ଗେଟ କରୁଛି। ଏହି ମାଲୱେୟାର ବ୍ୟାଙ୍କିଙ୍ଗ, କ୍ରିପ୍ଟୋକରେନ୍ସି,…
‘ଦୁଇ ଦେଶ ଚାହୁଁଥିଲେ ଯୁଦ୍ଧବିରତି..’, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦାବି
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନ ପର୍ଯ୍ୟନ୍ତ ଚାଲୁଥିବା ଯୁଦ୍ଧ ପରେ ସିଜଫାୟର ହୋଇଛି। ଦୁଇ ଦେଶ ମଝିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଜଫାୟରର ଘୋଷଣା କରିଥିଲେ।
ଏହାରି ମଧ୍ୟରେ…
ହନିମୁନ ହତ୍ୟା ମାମଲା: ପ୍ରେମ ସମ୍ପର୍କ କଥା ମାନିଲେ ସୋନମ ଏବଂ ରାଜ୍, ପୋଲିସର ବଡ଼ ଖୁଲାସା
ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ପୂର୍ବ ଖାସି ହିଲ୍ସ ପୋଲିସ ଅଧିକ୍ଷକ ବିବେକ ସିମ୍ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ତଦନ୍ତ ସମୟରେ, ରାଜ କୁଶୱାହା ଏବଂ ସୋନମ ରଘୁବଂଶୀ ଉଭୟ ପ୍ରେମ…
କାର୍-ଟ୍ରକ୍ ଧକ୍କାରେ ଚାଲିଗଲା ୨ ପ୍ରାଣ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନୀଳଗିରି: ସକାଳୁ ସକାଳୁ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଦାଦା-ପୁତୁରାଙ୍କ ଜୀବନ ଚାଲିଯାଇଥିବା…
ବୁଧବାରରେ ଗଣେଶଙ୍କ ଆଶୀର୍ବାଦ ପାଇବେ ଏହି ରାଶି, ଧନଲାଭ ସହ କ୍ୟାରିୟରରେ କରିବେ ଉନ୍ନତି
ଓଡ଼ିଶା ଭାସ୍କର: ଆଜି ଆଷାଢ କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ବୁଧବାର। ଅମାବାସ୍ୟା ତିଥି ଆଜି ୪ଟା ୨ ମିନିଟ୍ ପର୍ଯ୍ୟନ୍ତ ରହିବ। ଆଜି ବିଳମ୍ବିତ ରାତି ୨ଟା ୩୯ ମିନିଟ ପର୍ଯନ୍ତ ବୃଦ୍ଧି ଯୋଗ ରହିବ।
ଆଜି ସକାଳ ୧୦ଟା…
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ୱର : ୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି । ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ…
IND vs ENG: ହ୍ୟାରି ବ୍ରୁକଙ୍କ ନାମରେ ଏକ ଅନନ୍ୟ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଏପରି ହେଲା
ନୂଆଦିଲ୍ଲୀ: ମଙ୍ଗଳବାର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଶାର୍ଦ୍ଦୁଳ ଠାକୁର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ନେଇ ଆୟୋଜକ ଦଳକୁ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଥିଲେ । ପଞ୍ଚମ ଦିନ ଚା’ ବିରତି ସୁଦ୍ଧା…
ନୀତିଶଙ୍କ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ୍! ବିହାରର ୯୪ ଲକ୍ଷ ପରିବାରକୁ ୨ ଲକ୍ଷ ଟଙ୍କା, ପେନସନ ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ, ବିହାର ସରକାର ଗୋଟିଏ ପରେ ଗୋଟିଏ କାର୍ଡ ବାହାର କରିବାରେ ଲାଗିଛନ୍ତି । ଆଜି ବିହାର କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ ଏପରି ଅନେକ ନିଷ୍ପତ୍ତି…
ଲିଡ୍ସରେ ବେନ୍ ଡକେଟ୍ କଲେ ମହାରେକର୍ଡ, ଭାରତ ବିପକ୍ଷରେ କେହି କରିନଥିଲେ ଏତିକି ସ୍କୋର
ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ଲିଡ୍ସ ଟେଷ୍ଟରେ ବେନ୍ ଡକେଟ୍ ଇତିହାସ ସୃଷ୍ଟି କରିଛନ୍ତି । ସେ ଲିଡ୍ସ ଟେଷ୍ଟର ଚତୁର୍ଥ ଇନିଂସରେ ୧୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହା ସହିତ, ସେ ଭାରତ ବିପକ୍ଷ ଚତୁର୍ଥ…
ପୁଣି ବ୍ରହ୍ମପୁରରେ ଲଜ୍ଜା, ନର୍ସିଂ ସାର୍ଟିଫିକେଟ୍ କରାଇ ଦେବା ବାହାନାରେ ନେଇ ଦୁଷ୍କର୍ମ କଲା ଘରୋଇ କ୍ଲିନିକ୍ ମାଲିକ
ଭୁବନେଶ୍ବର: ଗୋପାଳପୁର ଦୁଷ୍କର୍ମ ଘଟଣା ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ପୁଣିଥରେ ବ୍ରହ୍ମପୁରରୁ ଆଉ ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ…