fbpx
Browsing Category

Top Stories

ଏହି ଭିଟାମିନ ଯୋଗୁଁ ୪ଟି ଦେଶରେ ଲୋପ ପାଇଲା କରୋନା, କିନ୍ତୁ ୟୁରୋପୀୟ ଦେଶରେ..

କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଅନେକ ଲୋକଙ୍କର ପ୍ରାଣ ଯିବା ସହ ବହୁ ଲୋକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ବିଶ୍ୱର କିଛି ଦେଶ ଅଛି, ଯେଉଁଠାରେ ଭିଟାମିନ୍ ହି ବ୍ୟବହାର ଦ୍ୱାରା ଏହି କରୋନା…

ଆଦିତ୍ୟଙ୍କ ମୃତ୍ୟୁ ମାମଲା: ଫେସବୁକକୁ ଜିଆରପି ପୋଲିସ କାହିଁକି ଚିଠି ଲେଖିଲା ଜାଣନ୍ତୁ

ଭୁବନେଶ୍ୱର,୨୩ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଛି । କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ ହୋଇପାରି ନାହିଁ । ତେଣୁ ଜିଆରପି ପୋଲିସ ଜୋର ସୋରରେ ତଦନ୍ତ ଜାରି ରଖିଛି । ଏହି…

ରାଜ୍ୟରେ ଆଜି ୬ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା ଭାଇରସ । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ଗଞ୍ଜାମ…

ବଡ଼ ଖବର: ରାଜ୍ୟରେ ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨୬୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ…

ବିନିକାରେ ଟ୍ରିପଲ ମର୍ଡ଼ର

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ବିନିକା ଥାନା ସିଲାଟି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ସେଠାରେ ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରାଯାଇଛି । ବାପା, ମା ଓ ତାଙ୍କ ପୁଅକୁ ଧାରୁଆ…

୨୪ଘଣ୍ଟାରେ ୧୧୨୯ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, ୨୩ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୪୫,୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୧୧ ଗିରଫ

ବାଲେଶ୍ୱର,୨୩/୭(ଓଡିଶା ଭାସ୍କର): ବାଲେଶ୍ଵର ଗୋପାଳପୁର ନିକଟରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ବେଳେ ଜବତ କରିଛି ଖନ୍ତାପଡ଼ା ପୋଲିସ । ୮ଟି ଗାଡ଼ିରେ ଅଛନ୍ତି ୭୮ରୁ ଅଧିକ…

ନଡ଼ିଆ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି, ଜାଣନ୍ତୁ କେମିତି

ଅନେକ ଚମତ୍କାରୀ ଗୁଣରେ ଭରପୂର ହୋଇ ରହିଛି ନଡିଆ । ନଡ଼ିଆରେ ଭିଟାମିନ୍‌ , ମିନେରାଲ୍‌, କାର୍ବୋହାଇଡ୍ରେଡ୍‌ ଓ ପ୍ରୋଟିନ୍‌ ରହିଛି। ଏଥିରେ ଅଧିକ ମାତ୍ରାରେ ଜଳୀୟଅଂଶ ରହିଥିବାରୁ ଶରୀର ହାଇଡ୍ରେଟ୍‌ ରହିଥାଏ। ଏପରିକି…

ସୁନ୍ଦର ତ୍ଵଚା ଓ କେଶ ପାଇଁ ଅଦାରେ ମିଶାଇ ଲଗାନ୍ତୁ ଏହି ଜିନିଷ

ତରୁଣୀମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ କେତେ କଣ ଉପାୟ ଅବଲମ୍ବନ କରିଥାନ୍ତି।ଏପରିକି ବଜାରରେ ମିଳୁଥିବା ଦାମୀ ଦାମୀ କ୍ରିମ ମଧ୍ୟ ଆଣି ଲାଗନ୍ତି। ଯାହା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ର ଭୟ ରହିଥାଏ। କିନ୍ତୁ ଘରୋଇ…