Browsing Category
Top Stories
ଚାକିରିଆଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ବୃଦ୍ଧି ହେବ ସମସ୍ତଙ୍କର ଦରମା
ନୂଆଦିଲ୍ଲୀ, ୧୪ା୪: ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଏହି ପରିସ୍ଥିତିରେ ଲକଡାଉନ ଓ କର୍ଫ୍ୟୁ ବଳବତ୍ତର ରହୁଥିବାରୁ ଲୋକମାନେ ନିଜ ନିଜର ଚାକିରିକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଚାକିରିଆଙ୍କ ପାଇଁ…
ସାବଧାନ! ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ ହୋଇନଥିଲେ ଜରିମାନା ବାଧ୍ୟତାମୂଳକ, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ
ନୂଆଦିଲ୍ଲୀ, ୧୪ା୪: ଆପଣମାନେ ପ୍ୟାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରିଛନ୍ତି କି ନାହିଁ? ଯଦି କରି ନାହାନ୍ତି, ତେବେ ଆଜି ହିଁ କରି ଦିଅନ୍ତୁ । ଆସନ୍ତା ଜୁନ୍ ମାସ ୩୦ ତାରିଖ ପରେ ଏନେଇ ଜରିମାନା ଆଦାୟ କରାଯିବ ।…
ଦେଶରେ ମୃତ୍ୟୁସଂଖ୍ୟା ହଜାରେ ଟପିଲା, ଆଜି ୧୦୨୭ ଜଣଙ୍କ ମୃତ୍ୟୁ, ୧.୮୪ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ, ୧୪ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫କୁ ବୃଦ୍ଧି…
ବାତିଲ୍ ହୋଇପାରେ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ, ୧୪ା୪: ସମଗ୍ର ଦେଶରେ ପୁଣି କରୋନାର ପ୍ରକୋପ ବଢ଼ିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ପୂର୍ବ ନିର୍ଦ୍ଧାରିତ…
ରାଜ୍ୟରେ କରୋନାରେ ୩ଟି ମୁଣ୍ଡ ଗଡ଼ିଲା: ଆକ୍ରାନ୍ତ ସଂଖ୍ୟା ୨୨ ଶହ ଟପିଲା, ଆଜି ଚିହ୍ନଟ ହେଲେ ୨୨୬୭ ପଜିଟିଭ୍
ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ଆଉ ଦୁଇଦିନ କାଳବୈଶାଖୀ, ଆସନ୍ତାକାଲି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ରାଜ୍ୟର ୫ଟି ସହରର ତାମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ତେବେ ଆସନ୍ତା ଦୁଇଦିନ ଧରି ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୯.୭୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୪ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଲକ୍ଷ ୭୧ ହଜାର ୨୩୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ବଢ଼ିବ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା, ଜାଣନ୍ତୁ କାହିଁକି
ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।…
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ଆଜି ହେଉଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିକୋଟି ଓଡ଼ିଆଙ୍କୁ ଓଡ଼ିଆ ନବବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ସେ…
Huge setback for Rajasthan Royals, Ben Stokes ruled out of IPL
New Delhi, 15/4: In a major setback for Rajasthan Royals Star all-rounder Ben Stokes has been ruled out with a hand injury.
Stokes is believed to be broken his index finger of…