fbpx
Browsing Category

Top Stories

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ…

ରହସ୍ୟମୟ ଭାବେ ଅଚାନକ୍ ଲାଲ୍ ହୋଇଗଲା ହ୍ରଦର ଜଳ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

କରୋନା ସଙ୍କଟ ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ଥିବା ପ୍ରସିଦ୍ଧ ହ୍ରଦର ପାଣି ଅଚାନକ୍ ଲାଲ୍ ରଙ୍ଗରେ ପରିଣତ ହୋଇଛି । ପ୍ରଥମଥର ପାଣିର ଏପରି ପରିବର୍ତ୍ତନକୁ ଦେଖି…

ହୋଇନାହିଁ ମାସ୍କ ଦୁର୍ନୀତି, କେନ୍ଦ୍ରର ନୋଟିଫିକେସନ ଅନୁସାରେ କିଣାଯାଇଛି ମାସ୍କ: ସସ୍ମିତ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ମାସ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ଼ ମୁକାବିଲା ଓ ହସ୍ପିଟାଲ ପ୍ରତିଷ୍ଠା…

କରୋନା ଲଢ଼େଇରେ ଭାରତ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୧ା୬: ଭାରତୀୟ ଚ୍ୟାମ୍ବର ଅଫ କମର୍ସର ବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଲୋକାଲ ପାଇଁ ଭୋକାଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । କରୋନା ଲଢ଼େଇରେ ଭାରତ…

କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ, କାରଣ ଜାଣନ୍ତୁ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ସୋରିଆସିସ ରୋଗରେ ପୀଡ଼ିତ ଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କର ପୂର୍ବରୁ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ଭୁବନେଶ୍ୱରର ୩୮ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି ।…

ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି । ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ଜଣ…

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥୋ

କଟକ, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସାବିତ୍ରୀ ରଥୋ । ହାଇକୋର୍ଟ କନଫରେନ୍ସ ହଲରେ ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି । କରୋନା ପାଇଁ ନିରାଡ଼ମ୍ବର ଭାବେ…