fbpx
Browsing Category

Top Stories

୧୧,୧୨ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା!

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ଆସନ୍ତା ୧୧,୧୨ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଏହାସହ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି…

୩ମିନିଟରେ ଗାନ ହେବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ବନ୍ଦେ ଉତ୍କଳ ଜନନୀ ଗାନର ସମୟ ସୀମା ୩ମିନିଟ ରହିବ । ଖୁବଶୀଘ୍ର ସଙ୍ଗୀତ ଗାୟନର ସ୍ୱର ଓ ଶୈଳୀ ସ୍ଥିର କରାଯିବ । ଏହାସହ ଯଦି ଏହାକୁ କେହି ଅମାନ୍ୟ କରିବେ ତେବେ ସେମାନଙ୍କ ପାଇଁ…

ନିଜ ଗୋଡରେ କୁରାଢୀ: ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି ଦେଖାଇଲା ପାକିସ୍ତାନୀ ଟିଭି ଚ୍ୟାନେଲ

ନିଜ ଗୋଡରେ କୁରାଢୀ ମାରିଛି ପାକିସ୍ତାନ । ଶେଷରେ ଜମ୍ମୁ-କାଶ୍ମୀର ଭାରତର ଅଂଶ ବୋଲି କହିଲା ସତ । ଏପରି ଘଟଣା ପାକିସ୍ତାନର ଏକ ସରକାରୀ ଟିଭି ଚ୍ୟାନେଲ ପିଟିଭି ସହ ହୋଇଛି । କାଶ୍ମୀରକୁ ପାକିସ୍ତାନର ବୋଲି କହୁଥିବା…

ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟକୁ ପହଞ୍ଚିଲା କରୋନା, ୧୧ ପଜିଟିଭ୍

ଦେଶରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଏବେ ଶ୍ରମ ମନ୍ତ୍ରାଳୟରେ ପହଞ୍ଚିଛି କରୋନା । ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ ଜଣ କର୍ମଚାରରଙ୍କ କରୋନା ରିପୋର୍ଟ ପଜିଟିଭ୍…

କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ପୁରୀ, ୮ା୬(ଓଡ଼ିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା ହୋଇଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେବାୟତ ଖାଇବେ ହୋମିଓପାଥିକ ଔଷଧ । ୯ରୁ ୧୩ ତାରିଖ ଯାଏ ନିଳାଦ୍ରୀ…

ନିୟମ କୋହଳର ପ୍ରଥମ ଦିନରେ ହିଁ ହନୁମାନ ଜୀଙ୍କୁ ଥାନାରେ ପହଞ୍ଚାଇଲେ ଭକ୍ତ

ମନ୍ଦିର ଖୋଲିବାକୁ ଅନୁମତି ମିଳିବାର ପ୍ରଥମ ଦିନରେ ହିଁ ଭଗବାନ୍ ହନୁମାନ ଜୀଙ୍କୁ ସିଧାସଳଖ ଥାନାରେ ପହଞ୍ଚାଇଦେଲେ ଭକ୍ତ । ପୂଜା-ପାଠ ପାଇଁ ନିୟମକୁ କୋହଳ କରିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଏହି ମାମଲା ପୋଲିସ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ କରୋନା!

ନୂଆଦିଲ୍ଲୀ, ୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେଉଥିବା ଜଣାପଡ଼ିଛି । ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ…