Browsing Category

Top Stories

ଭୁବନେଶ୍ୱରରୁ ଆଜି ପୁଣି ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ…

ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୧୩ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ଏବେ କରୋନା କହର ଲାଗିରହିଛି । ଏହାର ବିଶେଷ ପ୍ରଭାବ ଶିକ୍ଷାବ୍ୟବସ୍ଥା ଓ ଅର୍ଥନୀତି ଉପରେ ପଡୁଛି । ଏହାରି ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଉ ୭ ଦିନ ପାଇଁ ବନ୍ଦ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଆଗାମୀ ଦୁଇମାସ ଯାଏ ନିଯୁକ୍ତି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର…

ସାମ୍ନାକୁ ଆସିଲା ଦୁଲର୍ଭ ପ୍ରଜାତିର ବେଙ୍ଗ, ଲୋକେ ଭୟଭୀତ

ଯୁଗ ବଦଳିବା ସହ ଦିନକୁ ଦିନ କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ସେହିପରି ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକର ଭିଡିଓ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ପୋଖରୀରେ ଦୁର୍ଲଭ ପ୍ରଜାତିର ଶହ ଶହ…

କରୋନା ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ହେବ କୋଭିଡ଼ ଟେଷ୍ଟ

ଗଞ୍ଜାମ, ୧୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନା ଯୋଦ୍ଧାମାନେ ବେଶି ସଂକ୍ରମିତ ହେଉଛନ୍ତି । ସେନେଇ ଗଞ୍ଜାମ ଜିଲ୍ଲାରେ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ କରୋନା ଯୋଦ୍ଧାଙ୍କର କୋଭିଡ଼ ଟେଷ୍ଟ…