Browsing Category
Top Stories
BIG BREAKING…ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା…
ନଭେମ୍ବର ୯(ଆଜି) ବୃଦ୍ଧି ଯୋଗର ଶୁଭ ସମକକ୍ଷ, ଏହି ୫ଟି ରାଶିର ଲୋକେ ହେବେ ଲାଭବାନ !
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
ମିଥୁନ…
ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ; ୨୧ ମୃତ, ୩୦ରୁ ଅଧିକ ଗୁରୁତର
ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୧ ମୃତ, ୩୦ରୁ ଅଧିକ ଗୁରୁତର ସୂଚନା । କ୍ୱେଟା ରେଲୱେ ଷ୍ଟେସନ ପରିସରରେ ବିସ୍ଫୋରଣ । ଶନିବାର ସକାଳେ ପାକିସ୍ତାନର ବେଲୁଚିସ୍ତାନର…
WhatsAppରେ ଗ୍ରୁପ କ୍ରିଏଟ ପାଇଁ କରିବାକୁ ପଡିବ ପେମେଣ୍ଟ, ଜାଣନ୍ତୁ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ: ଜିମ୍ବାୱେ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ହ୍ୱାଟ୍ସଆପ ଗ୍ରୁପ ଆଡମିନଙ୍କୁ ପୋଷ୍ଟ ଏବଂ ଟେଲିକମୁନିକେସନ ରେଗୁଲେଟରୀ ଅଥରିଟୀ ଅଫ ଜିମ୍ବାୱେ ସହ ରେଜିଷ୍ଟ୍ରେସନ କରିବାକୁ…
ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଆୟକର ବିଭାଗର ବଡ଼ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ରେଡ୍
ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟିକସରେ ଅନିୟମିତତା ହେତୁ ସୁନିଲ…
ବ୍ରତୋପନୟନ ସାରି ଫେରିବା ବେଳେ ଦୁର୍ଘଟଣା; ଡମ୍ପରକୁ ପିଟିଲା ବସ୍, ୫ ମୃତ, ୧୭ ଆହତ
ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବସ୍ ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ସହ ଧକ୍କା ହୋଇଛି ।…
୪୦ ଟନ୍ ମୂଲ୍ୟବାନ କ୍ୱାର୍ଜ ପଥର ଜବତ, ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ
ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ଼ ସଫଳତା । ମାଲକାନଗିରିରୁ ମୂଲ୍ୟବାନ ଧଳା କ୍ୱାର୍ଜ ପଥର ଜବତ କରିଛି ବନ ବିଭାଗ । ପ୍ରାୟ ୪୦ ଟନ୍ ଜବତ ହୋଇଥିବା ଏହି କ୍ୱାର୍ଜ ପଥରର ଆନୁମାନିକ ମୂଲ୍ୟ ୧ କୋଟି…
କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଲା ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର, RBI ତଥ୍ୟ
ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ହ୍ରାସ ପାଇଛି। ୨.୬୭୫ ବିଲିୟନ ଡଲାର ହ୍ରାସ ପାଇ…
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉପରେ ଲାଗିବ ଲଗାମ, ହଟସ୍ପଟ୍ ଉପରେ ନଜର ରଖିବ ଡ୍ରୋନ୍
ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ହ୍ରାସ ଦେଖିବାକୁ ମିଳୁଛି । ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି । ଦିଲ୍ଲୀର ଅନେକ ହଟସ୍ପଟରେ ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବା…
ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍
କୋଲକାତା: ଲାଇନଚ୍ୟୁତ ହେଲା ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ । ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ହୋଇଛି ଲାଇନଚ୍ୟୁତ । ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା । କୋଲକାତାର ନାଲପୁର ନିକଟରେ ଆଜି…