Browsing Category

Top Stories

ଝରାଫୁଲ ମୃତ୍ୟୁ ମାମଲା: ଗେଷ୍ଟ ହାଉସରେ ଅଭିଯୁକ୍ତ ରାକେଶ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ରାମେଶ ସ୍ୱାଇଁକୁ ନେଇ ଭୁବନେଶ୍ୱରରେ ପହଞ୍ଚିଛି ପୋଲିସ ।…

ଗାଡ଼ି ଚାଳକ ସାବଧାନ: ଏଣିକି ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ନୂଆଦିଲ୍ଲୀ, ୩ା୨: ସମସ୍ତ ଗାଡ଼ିଚାଳକମାନେ ଏଣିକି ସାବଧାନ ହୋଇଯାଆନ୍ତୁ । ଗାଡ଼ି ଚଳାଇବା ବେଳେ ଯଦି କୌଣସି ବ୍ୟକ୍ତି ରାସ୍ତାରେ ଛେପ ପକାନ୍ତି, ତେବେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏଥିସହ ରାସ୍ତାରେ…

ITI ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ଆଇଟିଆଇ ଛାତ୍ରାଛାତ୍ରୀମାନଙ୍କର ହଷ୍ଟେଲ ଫି ଛାଡ କରାଯିବ । ୯ ମାସର ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୯ମାସର ହଷ୍ଟେଲ ଫି’ ୧୧୨୫…

ପ୍ରଦୀପ ପାଣିଗ୍ରାହୀ ମାମଲା: ଲୋକାୟୁକ୍ତଙ୍କ ଆଦେଶ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ବିଧାୟକ ପ୍ରଦୀପ ପାଣିଗାହୀଙ୍କ ଲୋକାୟୁକ୍ତ ମାମଲାରେ ଆସିଛି ନୂଆ ତଥ୍ୟ । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏ ମାମଲାରେ ତଦନ୍ତ କରିପାରିବ…

ବନ୍ଧାହେଲେ ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ

ମଞ୍ଚେଶ୍ୱର,୩ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନେକ ନକଲି ମାଲ୍ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ କରାଯାଇଥିଲା । ଏହି ମାମଲାରେ…

୫ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ: କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବରଗଡ଼, ୩ା୨ (ଓଡିଶା ଭାସ୍କର): ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ୫ଟି ସଚିବ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି…

ଏରୋ ଇଣ୍ଡିଆ ସୋ’ରେ ତେଜସ୍‌ ଓ ରାଫେଲର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୩ ।୨: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଏରୋ ଇଣ୍ଡିଆ ସୋ ଆରମ୍ଭ ହୋଇଛି । ଏହି ଏରୋ ଇଣ୍ଡିଆ ସୋ’କୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋ’ରେ ୧୪ଟି ଦେଶ ସାମିଲ ହୋଇଛି…

ରାଜ୍ୟସଭାରେ ହେବ ଚାଷୀ ଆଲୋଚନା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ବି ଏହାର କୌଣସି ସମାଧାନ ହୋଇପାରୁ ନାହିଁ । ଚାଷୀ ଆନ୍ଦୋଳନ…

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଟିକାକରଣ ହୋଇଛି । ଏହା ପରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ଏନେଇ ପରିବାର…

୨୪ ଘଣ୍ଟାରେ ୧୧୦ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୫୯୬କୁ ବୃଦ୍ଧି…