Browsing Category
Top Stories
(Video) ରାତି ଅଧରେ ଭୂକମ୍ପ ଝଟକା, ଥରିଲା ଘର ଭୟରେ ଦୌଡିଲେ ଲୋକେ
ନୂଆଦିଲ୍ଲୀ: ରାତିରେ ଥରି ଉଠିଲା ଜମ୍ମୁକାଶ୍ମୀର । ଏନେଇ ନାସନାଲ ସେଣ୍ଟର ଫର ସାମସୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ବାରାମୂଳାରେ ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ କରାଯାଇଛି । ଆଜି ରାତି 9ଟା 6 ମିନିଟରେ…
ମହାବଳ ବାଘ ଛାଲ ଜବତ ଘଟଣା: ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ବର: (ଓଡ଼ିଶା ଭାସ୍କର) ମହାବଳ ବାଘ ଛାଲ ଜବତ ଘଟଣାରେ ଗିରଫ ହେଲେ ଜଣେ ଡାକ୍ତର । ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ । ଡାକ୍ତର ଜଣଙ୍କ ଟଙ୍କା ଦେଣନେଣର ମୁଖ୍ୟ କାର୍ପଟଦାର ଥିବା ମିଳିଲା…
(Video) India ପାଇଁ ଅତ୍ୟନ୍ତ ଖାସ୍ SpaDeX ମିଶନ, ଇସ୍ରୋ ଦେଖାଇଲା ଝଲକ
ନୂଆଦିଲ୍ଲୀ: ଆସନ୍ତା 30 ତାରିଖ ଅର୍ଥାତ ସୋମବାର ଦିନ PSLV-C60 ରେ ଭାରତର ସ୍ପେଡେକ୍ସ ମିଶନ୍ ମହାକାଶକୁ ଯିବ । PSLV C60 / SPADEX ମିଶନ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ରାତି 9.58 ରେ ଲଞ୍ଚ କରାଯିବ…
୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ
ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…
ଏଣିକି ସ୍କୁଲ ପିଲାମାନେ ଅଟୋ ଏବଂ ଟୋଟୋରେ ଯାଇପାରିବେ ନାହିଁ, ସରକାର ନେଲେ ବଡ଼ ନିଷ୍ପତ୍ତି !
ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଏବଂ ଟୋଟୋ ଭଳି ତିନି ଚକିଆ ଯାନ ବିରୋଧରେ ରାଜ୍ୟ…
ନୂଆବର୍ଷରେ ରାଶି ପରିବର୍ତ୍ତନ କରିବେ ଶନିଦେବ, ବଦଳିଯିବ ଏହି ତିନି ରାଶିର ଲୋକଙ୍କ ଭାଗ୍ୟ
ଓଡ଼ିଶା ଭାସ୍କର: ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏହି ସମୟରେ ଅନେକ ବଡ ଗ୍ରହଙ୍କ ବେଗରେ ପରିବର୍ତ୍ତନ ଆସିବ । ଶନିଙ୍କ ରାଶି, କର୍ମଦାତା, ବିଚାରପତି ଓ ମାଜିଷ୍ଟ୍ରେଟ ବିଶେଷ ରହିବେ।…
ଇରାନରେ ୧୦ ହଜାରରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ କାହିଁକି ଗିରଫ କରାଗଲା?
ନୂଆଦିଲ୍ଲୀ: ଚଳିତ ବର୍ଷ ଇରାନରେ ୧୦ ହଜାରରୁ ଅଧିକ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ବୋଲି ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫ୍ଆଇଏ) କହିଛି। ଏହି ଲୋକମାନେ ବେଆଇନ ଭାବେ ବିଦେଶରେ ପହଞ୍ଚିବାକୁ ଚାହୁଁଥିଲେ। ୨୦୨୪…
ରୋଷେଇ ଛାଡି କରୁଥିଲେ REEL, ସ୍ୱାମୀ ପାଟି କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଦେଲା ସ୍ତ୍ରୀ
ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କୁ ରିଲ୍ ନିଶା ଚଢିଛି। ରିଲ୍ ପାଇଁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି ଲୋକେ। ତେବେ ଏହି ରିଲ୍ କରିବା ପାଇଁ ଉତ୍ତରପ୍ରଦେଶରେ ଜଣେ ନବ ବିବାହିତାଙ୍କ ପ୍ରାଣହାନି ଘଟିଛି। ସ୍ୱାମୀ…
କ’ଣ କରନ୍ତି ମନମୋହନ ସିଂହଙ୍କ ପତ୍ନୀ ଏବଂ ତିନି ଝିଅ ? ଜଣେ ଝିଅ କାହିଁକି ଆମେରିକାରେ ଯାଇ ରହୁଛନ୍ତି
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ମନମୋହନ ସିଂ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଗୁରୁବାର ଦିନ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା,…
ଶେଷ ହେଲା ସପ୍ତାହର ସେନ୍ସେକ୍ସ, ୨୭୦ ପଏଣ୍ଟ ବୃଦ୍ଧି, ଅଟୋ ଓ ଫାର୍ମା ସେୟାର କଲେ ସମର୍ଥନ
ମୁମ୍ୱାଇ: ଡିସେମ୍ବର ୨୭, ଶୁକ୍ରବାର ଦିନ ଷ୍ଟକ ବଜାର ସୁଦୃଢ଼ ଭାବେ ବନ୍ଦ ହେବା ସହ ସପ୍ତାହ ଶେଷ ହୋଇଥିଲା। ଏହି ଦିନଟି ବିଶେଷ ଥିଲା କାରଣ ନିଫ୍ଟିର ଜାନୁଆରୀ ସିରିଜ୍ ଶକ୍ତିଶାଳୀ ଆରମ୍ଭ ହୋଇଥିଲା।
ଦିନସାରା ବଜାରରେ…