Browsing Category
ଖବର
ରିସର୍ଚରୁ ଖୁଲାସା, କାନ୍ଦିବା ଦେହ ପାଇଁ ବୋହୁତ ଭଲ
ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ନିଜ ଜୀବନରେ ଅନେକ ଥର କାନ୍ଦିଥିବେ। ସେ ଦୁଃଖରେ ହେଉ କିମ୍ୱା ସୁଖରେ ହେଉ। ଦୁନିଆରେ ଏମିତି କେହି ଜଣେ ବ୍ୟକ୍ତି ନଥିବ ଯିଏକି ତା' ଜୀବନ କାଳ ମଧ୍ୟରେ କେବେ କାନ୍ଦି ନଥିବ।
ହେଲେ…
Breaking: ପୂର୍ବତନ IAS ଅଫିସର ଶ୍ରୀକାନ୍ତ ପୃଷ୍ଟି ହେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର
ଭୁବନେଶ୍ୱର: ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଲା ନୂଆ ଦାୟିତ୍ୱ। ଶ୍ରୀକାନ୍ତ ପୃଷ୍ଟି ହେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର। ଶ୍ରାକାନ୍ତ ପୃଷ୍ଟି ହେଉଛନ୍ତି ଅବସରପ୍ରାପ୍ତ IAS ଅଫିସର। ୨୦୦୩ ବ୍ୟାଚର IAS ଅଫିସର…
ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
କଟକ: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ହେଲେ ବର୍ଷା ଦିନ ଆରମ୍ଭ ନ ହେଉଣୁ ଖରା ଦିନେ ମଧ୍ୟ କଟକ ସହର ଚିନ୍ତା ବଢାଇଛି।
ଅସରାଏ ବର୍ଷାରେ…
ଗ୍ରାହାମ୍ ଷ୍ଟେନ୍ସଙ୍କ ସହ ୨ ଶିଶୁପୁତ୍ରକୁ ପୋଡ଼ି ମାରି ଦେଇଥିଲେ, ୨୫ ବର୍ଷ ପରେ ଜେଲରୁ ମୁକ୍ତି ପାଇଲେ !
କେନ୍ଦୁଝର: ବହୁ ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲା। ଦୀର୍ଘ ୨୬ ବର୍ଷ ତଳର କଥା। ସେତେବେଳେ ଏହି ହତ୍ୟାକାଣ୍ଡ ସାରା ବିଶ୍ୱରେ ଚହଳ ପକାଇଥିଲା। କାରଣ ଘଟଣାଟି ବି ଥିଲା ସେହିପରି ଭୟଙ୍କର।
ଆଉ ସେହି…
ରାସ୍ତା ମଝିରେ ଆକ୍ସିଡେଣ୍ଟ, କାର୍ ଡ୍ରାଇଭରକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ
ଗୁଜୁରାଟ: ସନ୍ଧ୍ୟା ସମୟ। ଭିଡ଼ ଥିଲା ରାସ୍ତା। ଦୁଇ ପଟରୁ ଯାଆ ଆସ କରୁଥିଲା ଦୁଇ ଚକିଆ ଚାରି ଚକିଆ। ରାସ୍ତାରେ ଲୋକ ବି ଯିବା ଆସିବା କରୁଥିଲେ। ଆଉ ସାମ୍ନାରେ ଛିଡା ହୋଇଥିବା ଏକ କାର୍ ହଠାତ୍ ଗାଡ଼ି ଷ୍ଟାର୍ଟ କରି…
ରିଲ୍ସ ହେଲା କାଳ, ଗଙ୍ଗା ନଦୀରେ ଭାସିଗଲେ ଯୁବତୀ, ଉପରେ ଛିଡ଼ା ହୋଇ ଦେଖୁଥିଲେ ଝିଅର ମା’
ନୂଆଦିଲ୍ଲୀ: ରିଲ୍ସ ନିଶା ଯୁବତୀଙ୍କୁ କଲା ବାଇଆ। ନଦୀ ପାଣିର ପ୍ରଥର ସ୍ରୋତରେ ଛିଡ଼ା ହୋଇ କରୁଥିଲେ ରିଲ୍ସ। ଆଉ ଉପରେ ଛିଡ଼ା ହୋଇ ଝିଅର ରିଲ୍ସ ଦେଖୁଥିଲେ ମା'। ହେଲେ ମାଆର ଆଖି ଆଗରେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ…
ମୁସ୍କାନକୁ ମିଳିଲା ନୂଆ ସାଙ୍ଗ, ଯିଏକି ମୁସ୍କାନଠୁ ବି ଅଧିକ ଭୟଙ୍କର ଅପରାଧୀ
ମେରଠ: ମେରଠର ବହୁ ଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ମାମଲା। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ୱାମୀହନ୍ତା ସ୍ତ୍ରୀ ମୁସ୍କାନ। ଆଉ ଏବେ ଜେଲ ଭିତରେ ମୁସ୍କାନକୁ ମିଳିଛି ତାର ନୂଆ ସାଙ୍ଗ। ଯାହାର ଅପରାଧ…
ଚମକାଇ ଦେଲା ସିଆଇଏ ରିପୋର୍ଟ… ୨୩ ଜଣ ଯବାନଙ୍କୁ ପଥର କରିଦେଲେ ଏଲିଅନ୍
ନୂଆଦିଲ୍ଲୀ: ଏଲିଅନ୍ ସମ୍ପର୍କରେ ଅନେକ ପ୍ରକାରର ତଥ୍ୟ ଆସେ। ଅନେକ ବୈଜ୍ଞାନିକ ଏପରିକି କୁହନ୍ତି ଯେ ଏଲିଅନ୍ ପୃଥିବୀରେ ପାଦ ରଖିଛନ୍ତି, ଯଦିଓ ସେମାନଙ୍କ ଅସ୍ତିତ୍ୱର ପ୍ରମାଣ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି।…
କମ୍ପାନୀ କରୁଥିଲା ହଇରାଣ, ଟଏଲେଟ୍ ପେପରରେ ଇସ୍ତାଫା ପତ୍ର ଲେଖିଲେ କର୍ମଚାରୀ
ନୂଆଦିଲ୍ଲୀ: ଅନେକ ଲୋକ କମ୍ପାନୀଗୁଡ଼ିକରେ ହଇରାଣ ଏବଂ ଅତ୍ୟଧିକ ଚାପ ପାଇଁ କମ୍ପାନୀରୁ ଇସ୍ତଫା ଦେଇଥାଆନ୍ତି। ଯାହା ଆପଣମାନେ ଦେଖିଥିବେ ଅଙ୍ଗେ ମଧ୍ୟ ଲିଭାଇଥିବେ।
କିନ୍ତୁ ଆପଣଙ୍କୁ ଏପରି ଏକ ଇସ୍ତଫା ପତ୍ର ବିଷୟରେ…