Browsing Category

ଖବର

BREAKING: ବଢ଼ାଅ ରାମ ମନ୍ଦିରର ସୁରକ୍ଷା, ନଚେତ ବମରେ ଉଡ଼ାଇଦେବୁ… ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ Email

ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ଉଡ଼ାଇବାକୁ ଧମକ। ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍‌। ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍‌ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି...…

ମଦୁଆ ଦୋକାନୀଙ୍କ ଉନ୍ମତ କାଣ୍ଡ… ଯୁବତୀଙ୍କ ଦେହରେ ଲଗାଇଦେଲେ ନିଆଁ

କେରଳ: ପ୍ରତିଶୋଧର ନିଆ ସବୁବେଳେ ଭୟଙ୍କର ହୁଏ। ଏତେ ମାତ୍ରାରେ ଭୟଙ୍କର ହୁଏ ଯେ ପ୍ରତିଶୋଧ ନେବା ପାଇଁ ଯେକୌଣସି ସ୍ଥଳକୁ ମଧ୍ୟ ଯାଇପାରେ ମଣିଷ। ଏପରି ଏକ ଘଟଣା କସରଗୋଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ମଦ୍ୟପ…

ବାକି ଟଙ୍କା ମାଗିବାରୁ ରାଗିଗଲେ ମହିଳା, ଦେଲେ ବିଧା, ଗୋଇଠା .. ଭିଡିଓ ଭାଇରାଲ

ମଧ୍ୟପ୍ରଦେଶ: ମହିଳାଙ୍କା ଦାଦାଗିରି। ଗାଳି ଗୁଲଜ କରିବା ସହ କରୁଛନ୍ତି ମାରପିଟ। ଯୁବକ ଜଣଙ୍କ ପଳାଇ ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଟାଣି ଧରି ମାରିଲେ ମହିଳା। ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାର ମଣ୍ଡଦୀପରୁ ଏକ ଭିଡିଓ…

ଅନୈତିକ ସମ୍ପର୍କ ଲୁଚାଇବାକୁ ୩୫ ହଜାର ଟଙ୍କା ସୁପାରି ଦେଇ ସ୍ୱାମୀ ହତ୍ୟା କଲା ସ୍ତ୍ରୀ

ବିହାର: ସ୍ୱାମୀର ହତ୍ୟାକାରୀ ସାଜିଲା ସ୍ତ୍ରୀ। ନିଜର ପାପ ଲୁଚାଇବାକୁ ସ୍ୱାମୀ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ସ୍ତ୍ରୀ। ସ୍ୱାମୀକୁ ଜୀବନରୁ ମାରିଦେବାକୁ ସୁପାରି ଦେଇଥିଲା ସ୍ତ୍ରୀ। ୩୫ହଜାର ଟଙ୍କା ବଦଳରେ ଦରକାର…

ସଲମାନଙ୍କୁ ଧମକ ଦେଇଥିବା ଯୁବକକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପୁଣିଥରେ ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ। ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି। ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଥିଲା।…

(VIDEO) ChatGPTକୁ ପ୍ରଶ୍ନ କଲେ ମହିଳା, ରାଗିଗଲା AI, କହିଲା “ତୁ ଅବିବାହିତା ହୋଇ ଏକା ମରିବୁ”

ନୂଆଦିଲ୍ଲୀ: ଘିବଲି ଟ୍ରେଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଏଇ କିଛି ଦିନ ହେବ ଏକ ଅଜବ କ୍ରେଜ ଦେଖିବାକୁ ମିଳୁଛି। ପ୍ରାୟ ଲୋକ ChatGPTର AI ଟୁଲ୍ସ ବ୍ୟବହାର କରି ନିଜର ଘିବଲି ଷ୍ଟାଇଲ୍ ଫଟୋ ତିଆରି କରୁଛନ୍ତି। ନିକଟରେ,…

Breaking: ରାଜ୍ୟରେ ହୋମଗାର୍ଡ଼ ପାଇଁ ବାହାରିଲା ୨୫ ଶହ ନିଯୁକ୍ତି, ପଦବୀ ବଢ଼ାଇଲେ ମୋହନ ମାଝୀ

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବାହାରିଲା ସରକାରୀ ନିଯୁକ୍ତି। ଏକାଥରେ ୨୫ ଶହ ପଦବୀ ସୃଷ୍ଟି। ହଁ ରାଜ୍ୟରେ ସୃଷ୍ଟି ହେଲା ୨୫ ଶହ ହୋମଗାର୍ଡ ପଦବୀ। ଯେଉଁମାନେ ଚାକିରି ଆଶାୟୀ ଅଛନ୍ତି…

KIIT କଲେଜ୍ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ। କିଟ୍ କଲେଜ ବସ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ମହିଳାଙ୍କ ପଛପଟୁ କିଟ୍ ବିଶ୍ୱବିଦ୍ୟାଳୟ ବସ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ…

ଯୁବତୀଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ! ଲିଫ୍ଟ ବାହାନାରେ ଚାଲିଛି ବଣ୍ଟି-ବବଲିଙ୍କ ରାକେର୍ଟ

ଉତ୍ତରାଖଣ୍ଡ: ଆପଣ ଯୁବତୀମାନଙ୍କୁ ରାସ୍ତାରେ ଲିଫ୍ଟ ଦେଉଛନ୍ତି କି? ଅସହାୟ ଭାବି ଯୁବତୀଙ୍କୁ ସାହାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଲିଫ୍ଟ ଦେଉଛନ୍ତି କି? ତାହାଲେ ଟିକେ ସାବଧାନ ରୁହନ୍ତୁ। କାରଣ ଲିଫ୍ଟ ବାହାନାରେ…

କ୍ରୁରତାର ସବୁ ସୀମା ପାର, ମଦ ପିଇ ବାଛୁରୀର ଆଖି ପୋଡ଼ିଦେଲା ନିଶାଡ଼ି

ବଲାଙ୍ଗିର: ମଦୁଆର ଉନ୍ମତ୍ତକାଣ୍ଡ। ମଦ ପିଇ ଭୁଲିଗଲା ହିତାହିତ ଜ୍ଞାନ। ନିଶାଡ଼ି ଅବସ୍ଥାରେ ପୋଡ଼ିଦେଲା ନିରୀହ ବାଛୁରୀର ଆଖି। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ବାଛୁରୀଟି। ଆଉ ଏପଟେ ମଜା ନେଉଥିଲା ମଦୁଆ।…