Browsing Category
ଖବର
JEE Main 2025: ସେସନ୍ ୨ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହାର JEE ମେନ୍ ସେସନ୍ ୨ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ୩୧ ଜାନୁଆରୀରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ୨୪ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ।…
Budget 2025: ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରାଥମିକତା, ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ। ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ।
ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ…
ଧରାପଡ଼ିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ; ୩ କୋଟି ନଗଦ ସହ ବନ୍ଧୁକ, ମାରଣାସ୍ତ୍ର ଜବତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତ।। ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସା
ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛିା ଏହା ସହ ବନ୍ଧୁକ, ଗୁଳି,…
ଗାଡ଼ି ମାଲିକଙ୍କ ଅଡ଼ୁଆ ବଢ଼ିବ, ବୀମା ନଥିଲେ ଜାରିହେବ ଇ-ଚାଲାଣ
ଓଡ଼ିଶା ଭାସ୍କର: ଏବେ କଟିବ ଇ-ଚାଲାଣ। ମୋଟର ଯାନରେ ବୀମା ନ ଥିଲେ ଫସିପାରନ୍ତି ଗାଡ଼ି ମାଲିକ।
ଶନିବାରଠାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ମୋଟ୍ ୨୨ଟି ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ।
ଏ…
ରାସ୍ତା ମଝିରେ ଭୟଙ୍କର ବିସ୍ଫୋରଣ, ଜଳିଗଲା ସିଲିଣ୍ଡର ଭର୍ତ୍ତି ଟ୍ରକ୍
ଗାଜିଆବାଦ୍: ମଝି ରାସ୍ତାରେ ଜଳିଗଲା ସିଲିଣ୍ଡର ଭର୍ତ୍ତି ଟ୍ରକ୍ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଗାଜିଆବାଦ୍ ଭୋପୁରା ଛକ ଲୋନୀ ଅଞ୍ଚଳରେ ।
ତେବେ ଏହି ଦୁର୍ଘଟଣାରେ କେହି ମୃତାହତ…
ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ବ୍ରେକ୍ଅପ୍ ହେଲେ ଆପଣ ହେବେ ଅଫିସର
ବେଙ୍ଗାଲୁରୁ: ଆପଣ ପ୍ରେମରେ ଧୋକା ଖାଇଛନ୍ତି କି। ତେବେ ଆପଣଙ୍କୁ ମିଳିବ ବଡ଼ ଚାକିରି କରିବାର ସୁବିଧା। ତାହା ପୁଣି ବଡ଼ କମ୍ପାନୀରେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ।
ଯେଉଁମାନେ ପ୍ରେମରେ ଧୋକା…
ମୁକ୍ତିଲାଭ କଲା ଥ୍ରୀଲର ସସପେନ୍ସ ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”
ଭୁବନେଶ୍ୱର: ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଡିମାଣ୍ଡ ଥ୍ରୀଲର ମୁଭି। ଆଉ ଦର୍ଶକଙ୍କ ଡିମାଣ୍ଡରେ ନିର୍ମାଣ ହୋଇଛି ସସ୍ପେନ୍ସ ଭରା ଥ୍ରୀଲର ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଞ୍ଜେଲ"।
ଶୁଭମ ସିନେ…
ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ମୋଦୀ, ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ ପରେ ସରଗରମ ରାଜନୀତି। ରାଷ୍ଟ୍ରପତିଙ୍କୁ Poor Lady କହି କରିଥିଲେ ତାତ୍ସଲ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଉଚିତ୍ ଜବାବ।
"କଂଗ୍ରେସର…
ବାପାର ପ୍ରେମିକାକୁ ହତ୍ୟା କଲା ନାବାଳକ ପୁଅ, ଘଟଣାରେ ପତ୍ନୀଙ୍କ ସମ୍ପୃକ୍ତି
କୋଲକାତା: ପରକ୍ରୀୟା ପ୍ରୀତିର କରୁଣ ପରିଣତି। ବାପାର ପ୍ରେମିକାର ଜୀବନ ନେଇଗଲା ନାବାଳକ ପୁଅ। ଘଟଣାରେ ସାମିଲ ଥିଲେ ପତ୍ନୀ। GPS ଦ୍ୱାରା ଫଲୋ କଲେ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ।
ରାସ୍ତା ଉପରେ ଯନ୍ତ୍ରଣାରେ…
ହାତରେ ଲାଗିଛି ସାଲାଇନ୍, ଜାରି ରହିଛି ରୋଗୀ ସେବା, ଡ଼ାକ୍ତର ହେବ ତ ଏମିତି
ଗଜପତି: ହାତରେ ଲାଗିଛି ସାଲାଇନ୍, ହେଲେ ନିଜ କର୍ତ୍ତବ୍ୟରୁ ଓହରି ଯାଇନାହାନ୍ତି ଡ଼ାକ୍ତର। ନିଜେ ରୋଗୀ ହୋଇ ମଧ୍ୟ ରୋଗୀଙ୍କ ସେବା କରିବାରେ ତିଳେ ହେଲେ ଅବହେଳା କରିନାହାନ୍ତି। ତେଣୁ ଏବେ ତାଙ୍କୁ ସମସ୍ତେ କହୁଛନ୍ତି…