Browsing Category
ଖବର
୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ, ହିସାବ ନଦେବାରୁ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ହିସାବ ନ ଦେବାରୁ ସ୍ଥଗିତ ରହିଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା। ବାରମ୍ବାର ନୋଟିସ୍ ସତ୍ତ୍ୱେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଲା ଉଚ୍ଚ ଶିକ୍ଷା ବିଭାଗା
ମାନି ନଥିଲେ ନିୟମ:…
ବଦଳିବ ଧର୍ମଶାଳାର ଚିତ୍ର; ଡଙ୍କାରୀରେ ନିର୍ମିତ ହେବ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ ଠାରେ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ ପାଇଁ IOCLର ସମ୍ପାଦକଙ୍କ ସହ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ।
ଏହା…
ପକେଟରୁ ଖସିପଡ଼ି ଫୁଟିଲା ବୋମା, ୩ ଗୁରୁତର ମେଡିକାଲରେ ଭର୍ତ୍ତି
ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବୋମା ଫୁଟିବାରୁ ପରିବାରର ୩ ଜଣ ଗୁରୁତର ।
ଘର ଲୋକଙ୍କୁ ବୋମା ଦେଖାଇବା ପାଇଁ ପକେଟରୁ ବାହାର କଲା ବେଳେ ଅସାବଧାନତା ହେତୁ…
ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରିବ ସାଇଣ୍ଟିଫିକ ଟିମ୍
ମାଲକାନାଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ୨୨ ବର୍ଷୀୟ…
ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଚାଲିଛି ବାଲି ଚୋରା ଚାଲାଣ; କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ବାସିନ୍ଦା
ପୁରୀ: ଦିନକୁ ଦିନ ବାଲି ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ପୋଲିସର ନାକ ତଳୁ ମାଫିଆମାନେ ବାଲି ଚୋରି କରୁଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ…
ପୁରୀ ପହଞ୍ଚିଲା ରଥକାଠ, ଦେଖିବାପାଇଁ ଭକ୍ତଙ୍କ ଜମୁଛି ଭିଡ଼
ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଆସିଲା ରଥକାଠ । ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଆସିଲା କାଠ । ତିନୋଟି ଟ୍ରକରେ ପୁରୀ ପହଞ୍ଚିଲା ରଥକାଠ । ରଥ କାଠ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି ।
କହିରଖୁଛୁ ଆସନ୍ତା ବସନ୍ତ…
BSNL ୟୁଜର୍ସଙ୍କୁ ବଡ଼ ଝଟକା, ବନ୍ଦ ହୋଇଯିବ ଏହି ରିଚାର୍ଜ ପ୍ଲାନ୍
ନୂଆଦିଲ୍ଲୀ: BSNL ଖୁବ୍ ଶୀଘ୍ର ଏହାର ୟୁଜର୍ସଙ୍କୁ ଏକ ବଡ଼ ଝଟକା ଦେବାକୁ ଯାଉଛି। ଏହି ସରକାରୀ କମ୍ପାନୀ ଆସନ୍ତା ମାସରେ ତିନୋଟି ଶସ୍ତା ରିଚାର୍ଜ ପ୍ଲାନ୍ ବନ୍ଦ କରିବାକୁ ଯାଉଛି।
ତିନୋଟି ରିଚାର୍ଜ PV ଅର୍ଥାତ୍…
ରାତି ହେଲେ ଡର ଲାଗୁଛି… ରାଜଧାନୀରେ ଡକାୟତି ବଢ଼ିବା ପ୍ରସଙ୍ଗରେ ନିରଞ୍ଜନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ସୋମବାର ବିଳମ୍ବିତ ରାତିରେ ଏନ୍-୨୫ ଘରେ ପୁଣି ଚୋରି ଉଦ୍ୟମ ହୋଇଛି।
ଏଥର ଚୋର ଧରା ପଡ଼ିଥିବାବେଳେ ପୋଲିସ ଗିରଫ କରି…
ଭାଇର ମଳଦ୍ୱାରରେ ପ୍ରେସର କମ୍ପ୍ରେସର ପାଇପ୍ ଭର୍ତ୍ତି କଲା ଭାଇ, ଚାଲିଗଲା ଜୀବନ
ଅହମ୍ମଦାବାଦ: ଗୁଜରାଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭାଇର ମଜା ପାଲଟିଲା ସଜା, ଅକାରଣରେ ଚାଲିଗଲା ଜୀବନ।
ସୂଚନା ଅନୁସାରେ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କ ମଳଦ୍ୱାର ଭିତରେ କମ୍ପ୍ରେସର ପାଇପ୍ ଭର୍ତ୍ତି…
ମହାକୁମ୍ଭରେ ସ୍ନାନ, ପରେ ସିଧା ଜେଲ୍
ପ୍ରୟାଗରାଜ: ମହାକୁମ୍ଭ ସ୍ନାନରୁ ସିଧା ଜେଲ୍। ବୁଡ଼ ପକାଇ ପାପ ଧୋଇଗଲା ବୋଲି ଭାବିଥିଲା କୁଖ୍ୟାତ ସ୍ମଗଲର ପ୍ରଭାସ ଯାଦବ। ହେଲେ ପାପ ଧୋଇଲା ସତ କିନ୍ତୁ ଏବେ ତାକୁ ସଜା ବି ଭୋଗିବାକୁ ପଡ଼ିବ।
ଦୀର୍ଘ ଦିନ ହେବ…