Browsing Category

ଖବର

ପଶୁ ହେଲେ ବି ଜାଣିଛି ସାହାର୍ଯ୍ୟର ଅର୍ଥ କ’ଣ, କାଦୁଅ ଗାତରୁ ଉଦ୍ଧାର ହେବା ପରେ ଧନ୍ୟବାଦ ଜଣାଇଲା ହାତୀ ଛୁଆ

ଛତିଶଗଡ଼:  ପଶୁ ହେଲେବି ସେ ଜାଣିଛି ସାହାର୍ଯ୍ୟର ମୂଲ୍ୟ କ'ଣ। ସେଥିପାଇଁ ତ ନିଜେ ବିପଦରୁ ଉଦ୍ଧାର ପାଇବା ପରେ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛି ହାତୀ ଛୁଆ। କଥାଟି ଆପଣଙ୍କୁ ଗପ ଭଳି ଲାଗୁଥିଲେ ବି ଏହା ସତ।…

ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ମୃତ ଘଟଣା, “ମୁଖ୍ୟମନ୍ତ୍ରୀ କହିଲେ ମହାକୁମ୍ଭରେ ବି ମରିଥିଲେ ୫୦-୬୦ ଜଣ”

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ କି ୩୩ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଷ୍ଟ୍ରପତି…

ସରକାରୀ ହସ୍ପିଟାଲରେ ଅଘଟଣ, ଭୁଲ୍ ଇଞ୍ଜେକ୍ସନ ପାଇଁ ଗୋଟିଏ ରାତିରେ ଚାଲିଗଲା ୬ ରୋଗୀଙ୍କ ଜୀବନ

କୋରାପୁଟ: ହସ୍ପିଟାଲକୁ ରୋଗ ଭଲ କରିବାକୁ ଆସିଥିଲେ। ହେଲେ ସେହି ହସ୍ପିଟାଲର ଅନିୟମିତତା ପାଇଁ ୨୪ ଘଣ୍ଟାରେ ଚାଲିଗଲା ୬ ଜଣ ରୋଗୀଙ୍କ ଜୀବନ। ତାହାପୁଣି ଏକ ସରକାରୀ ହସ୍ପିଟାଲରେ। ହଁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ…

ଆଜି ବିଶ୍ୱ ପରିବେଶ ଦିବସ, ହେଲେ ସବୁଠି ପ୍ଲାଷ୍ଟିକର ହାହାକାର

ଭୁବନେଶ୍ୱର:  ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତମାନେ ସତର୍କ ବାଣୀ କଲେଣି। ଏବେଠୁ ପ୍ରତ୍ୟେକ…

ଗୋଟେପଟେ ହିଟଓ୍ୱେଭ୍, ଅନ୍ୟପଟେ କାଳବୈଶାଖୀ, ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର:  ପୁଣି ଆଜି କାଳବୈଶାଖୀ। ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ଗୋଟେପଟେ ହିଟଓ୍ୱେଭ୍ ଅନ୍ୟପଟେ କାଳବୈଶାଖୀ ତାଣ୍ଡବ। ଆଜି ପୁଣି ତାଣ୍ଡବ ରଚିବ କାଳବୈଶାଖୀ। ଦିନରେ କଲବଲ କରିବ ତାତି ଆଉ ଅପରାହ୍ନରେ…

ଗଙ୍ଗା ଦଶହରାରେ ସିଦ୍ଧି ଯୋଗ ଏବଂ ହସ୍ତ ନକ୍ଷତ୍ର, ଏହି ୩ ରାଶିଙ୍କୁ ମିଳିବ ଶୁଭ ଫଳ

ନୂଆଦିଲ୍ଲୀ:  ପ୍ରତିବର୍ଷ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଗଙ୍ଗା ଦଶହରା ପର୍ବ ପାଳନ କରାଯାଏ। ୨୦୨୫ ମସିହାରେ ଆଜିର ଦିନରେ ସେହି ଶୁଭ ତିଥି ପଡୁଛି। ହି ଦିନ ସିଦ୍ଧି ଯୋଗ ସକାଳ ୯.୧୨ ପର୍ଯ୍ୟନ୍ତ ରହିବ…

୧୨ ଦେଶର ଲୋକଙ୍କୁ USରେ ନୋ ଏଣ୍ଟ୍ରି, ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ପ୍ରଶାସନ

ଆମେରିକା:  ୧୨ ଦେଶର ଲୋକଙ୍କୁ USରେ ନୋ ଏଣ୍ଟ୍ରି। ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା। ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ ପ୍ରଶାସନ। ଆମେରିକାର…

ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ମୃତ, ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ:  ଆଜି ସନ୍ଧ୍ୟାରେ ଘଟିଯାଇଛି ବଡ଼ ଅଘଟଣ। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ RCBର ବିଜୟ ରାଲି ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହେବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଏବେ…

ଜୁନ୍ ୪, ସରକାର ପରିବର୍ତ୍ତନକୁ ପୂରିଲା ବର୍ଷେ

ଭୁବନେଶ୍ୱର: ଆଜିର ଦିନ ଜୁନ୍ ୪ ତାରିଖ। ବୋଧହୁଏ ଏହି ଦିନକୁ ସମସ୍ତେ ମନେ ରଖି ନଥିବେ। ହେଲେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ବିଜେପି ଆଉ ବିଜେଡି, ଏହି ଦିନକୁ କେବେ ହେଲେ ଭୁଲି ପାରିବେ ନାହିଁ। କାହିଁକି ନା ଆଜିର…

୪୧୨ ଟଙ୍କାର EMIରେ ଘରକୁ ଆଣନ୍ତୁ Redmiର ନୂଆ 5G ଫୋନ୍

ନୂଆଦିଲ୍ଲୀ: ଆପଣ ସ୍ମାର୍ଟ ଫୋନ୍ କିଣିବାକୁ ଚାହୁଁଛନ୍ତି କି? ତାହା ପୁଣି 5G ସ୍ମାର୍ଟଫୋନ୍ ଆଉ ସୁଲଭ ମୂଲ୍ୟରେ। ତାହାଲେ Redmi ଦ୍ୱାରା ଲଞ୍ଚ ହୋଇଥିବା ବଜେଟ୍ ଫ୍ରେଣ୍ଡଲି 5G ସ୍ମାର୍ଟଫୋନ୍ ବହୁତ ଶସ୍ତା ମୂଲ୍ୟରେ…