fbpx

ସି.ବି.ଆଇ ସବ୍ ଇନିସପେକ୍ଟର ଚାକିରୀ ପାଇଁ ଆଗ୍ରହୀ କି ,ଏବେ ହିଁ ଆବେଦନ କରନ୍ତୁ

ଭୁବନେଶ୍ୱର, ୯ I୪ କଣ ଆପଣ ସି.ବି.ଆଇ ରେ ଚାକିରୀ କରିବାକୁ ପାଇଁ ଆଗ୍ରହୀ ? ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ସପ୍ତମ ବେତନ କମିଶନ ମୁତାବକ ଚାକିରୀ ପାଇଁ ଆବେନ ଆହ୍ୱାନ କରିଛି । ସିଧାସଲଖ ସବ୍ ଇନିସପେକ୍ଟର ପଦବୀରେ ମିଳିବ ଚାକିରୀ । ସପ୍ତମ ବେତନ କମିଶନ ମୁ୍ତାବକ ଦରମା ମିଳିବ । ଏଥିପାଇଁ ବମ୍ପର ଭର୍ତ୍ତି କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ସି.ବି.ଆଇର ଅଫିସିଆଲ ୱେବସାଇଟ୍ cbi.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଲିଖିତ ପରୀକ୍ଷାବାଧ୍ୟତା ମୂଳକ ହେବ । ଆଗମୀ ୧୬ ଏପ୍ରିଲ୍ ଆବେଦନର ଶେଷ ତାରିଖ ।

Get real time updates directly on you device, subscribe now.