fbpx

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି,୩ ।୧୨(ଓଡିଶା ଭାସ୍କର): ଲାଞ୍ଚ ନେବା ବେଳେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ସିଡିପିଓ । ୫ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ କୋକସରା ସିଡିିପିଓ ଜୟନ୍ତୀ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଅଙ୍ଗନବାଡି କର୍ମୀଙ୍କ ଦରମା କରାଇଦେବାକୁ ନେଉଥିଲେ ଲାଞ୍ଚ । ବନ୍ଦ ହୋଇଥିବା ଦରମା ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ସିଡିପିଓଙ୍କୁ ଧରିଛି ଭିଜିଲାନ୍ସ ।

Get real time updates directly on you device, subscribe now.