fbpx

ଜେଲରେ କଏଦୀଙ୍କ ଚୋରା ମୋବାଇଲ ଜଗିବ ଫୋନ ଡିଟେକ୍ଟର

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଜେଲରେ କଏଦୀମାନେ ମୋବାଇଲ ଚୋରାରେ ନେଇଯାଇଥାନ୍ତି । ଏଣିକି ଏପରି ଆଉ ହୋଇପାରିବ ନାହିଁ । ଜେଲରେ କଏଦୀଙ୍କ ଚୋରା ମୋବାଇଲକୁ ଜଗିବ ଫୋନ ଡିଟେକ୍ଟର । ଅପରାଧୀ ସଂଖାକୁ ଦେଖି ରାଜ୍ୟର ୯୧ଟି ଜେଲରେ ଏହି ଡିଟେକ୍ଟର ଲାଗିବ । ମାର୍ଚ୍ଚ ସୁଦ୍ଧା କାମ ସରିବ କିନ୍ତୁ ଏଥିରେ ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଜେଲ୍ କର୍ମଚାରୀ ମଧ୍ୟ ଜେଲ ଭିତରକୁ ମୋବାଇଲ ଫୋନ ନେଇ ପାରିବେନି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.