fbpx

ଚିଲିକା, ଅଂଶୁପା ପାଇଁ କେନ୍ଦ୍ରର ୪.୭ କୋଟି ସହାୟତା

ଭୁବନେଶ୍ୱର,୧୯ ।୯(ଓଡିଶା ଭାସ୍କର): ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ସହୟତା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.