fbpx

ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣାରେ ମହିଳା ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ଆଦିବାସୀଙ୍କ ଘର ଭାଙ୍ଗିବା ପଡ଼ିଲା ମହଙ୍ଗା । ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ମହିଳା ସରପଞ୍ଚ ହେମକାନ୍ତୀ ମୁଣ୍ଡା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ସରପଞ୍ଚ ପଦରୁ ବିଦା କରିଛନ୍ତି ରାଜ୍ୟ ସରକାର । ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୧ରେ ଜେସିବି ଲଗାଇ ସେ ଆଦିବାସୀଙ୍କ ଘର ଭାଙ୍ଗି ଦେଇଥିଲେ ।

Get real time updates directly on you device, subscribe now.