fbpx

ରଥଯାତ୍ରାକୁ ରାଜ୍ୟ ସମେତ କେନ୍ଦ୍ରର ସମର୍ଥନ

ନୂଆଦିଲ୍ଲୀ,୨୨ ।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହେଉ ବୋଲି ରାଜ୍ୟ ସରକାର ପକ୍ଷଭୁକ୍ତ କରିବା ପରେ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରିଛନ୍ତି । ନିୟମ ପାଳନ ସହ ରଥଯାତ୍ରା ସପକ୍ଷରେ ଅଛନ୍ତି କେନ୍ଦ୍ର ସରକାର । ବିନା ଭକ୍ତରେ ରଥଯାତ୍ରାକୁ ଅନୁମତି ଦେବାକୁ କେନ୍ଦ୍ର ସହମତି କରିଛି । ପୁରା ସବାଧାନତା ସହ ରୀତିନୀତି ଓ ଯାତ୍ରା ପୂରା କରିବାକୁ ପ୍ରତିଶ୍ରୁତି ଦେଇଛି । ତେବେ ଶତାଦ୍ଦୀ ଧରି ଚାଲିଆସୁଥିବା ପରମ୍ପରାରେ ରୋକ ଲଗାଇବା ଠିକ ହେବ ନାହିଁ ବୋଲି କେନ୍ଦ୍ର କହିଛି । ଅନ୍ୟପଟେ ଆଉ ଅଧଘଣ୍ଟା ପରେ ରଥଯାତ୍ରାକୁ ନେଇ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

Get real time updates directly on you device, subscribe now.