fbpx

ଏଥର ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ

କୋଣାର୍କ,୪ ।୨(ଓଡିଶା ଭାସ୍କର): ଏଥର ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ଉତ୍ସବ ଆୟୋଜିତ ହେବ । ଶୋଭାଯାତ୍ରାରେ କେବଳ ୫ ଶହ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । କୋଭିଡ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ ହେବ । ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଠାକୁରଙ୍କ ସହ ବୁଡ ପକାଇ ପାରିବେ । ଜିଲ୍ଲା ପ୍ରଶାସନ ସହ ମିଟିଂ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.