fbpx

IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ୱର, ୧୩।୫(ଓଡିଶା ଭାସ୍କର): ରାଜ୍ୟ IAS ସ୍ତରରେ ଛୋଟ ଧରଣର ଅଦଳବଦଳ  ହୋଇଛି। କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗର ପ୍ରମୁଖ ସଚିବ। ସେହିପରି -ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦିଆଗଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱ ଦିଆ ଯାଇଛି। ପୂର୍ବରୁ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ମଧ୍ୟ ରଖାଯାଇଥିଲା । ସନ୍ତୋଷ ଷଡ଼ଙ୍ଗୀ ହେଲେ ବିଜ୍ଞାନ ଓ କାରିଗରୀ କୌଶଳ ସଚିବ ।

Get real time updates directly on you device, subscribe now.