fbpx
BJD SKY
BJD SKY

ଖୁବଶୀଘ୍ର ଭାରତକୁ ମିଳିବ କରୋନାର ଶସ୍ତା ଔଷଧ! ଜାଣନ୍ତୁ ଗୋଟିଏ ଟାବଲେଟ ପିଛା କେତେ ଟଙ୍କା?

BJD

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ ଅନୁମତି ମିଳିସାରିଛି ।

ତେବେ ଏହି ଔଷଧର ଗୋଟିଏ ଟାବଲେଟ ପିଛା ମାତ୍ରା ୫୯ ଟଙ୍କା ରହିଛି । ଏହି ଔଷଧର ନାମ ଫାଭିଟନ ହୋଇଥିବା ବେଳେ ବିଟ୍ରେନର ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଦାବି କରିଛି ଯେ, ଏହା ଏକ ଆଣ୍ଟିଭାଇରାଲ ଔଷଧ ଯାହାକି କରୋନା ଭାଇରସରୁ ଲଢିବା ପାଇଁ ଆକ୍ରାନ୍ତ ରୋଗୀଙ୍କୁ ସାହାର୍ଯ୍ୟ କରିବ । ଏହି ଔଷଧ ବଜାରରେ ଫାଭିପିରାଭିର ନାମରେ ମଧ୍ୟ ବିକ୍ରି ହୁଏ ।

Get real time updates directly on you device, subscribe now.