ଭୁବନେଶ୍ୱର: ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି ।
୧୦ରୁ ଅଧିକ ମନ୍ତ୍ରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରରେ ଅଭିଯୋଗ ଶୁଣାଣି ସରିବା ପରେ ବ୍ରହ୍ମପୁରରେ ମଧ୍ୟ ଅଭିଯୋଗ ଶୁଣାଣି ହେବ ।
ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।