fbpx
BJD SKY
BJD SKY

୨୪ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ: ହିଞ୍ଜିଳିରୁ ହେବ ଅୟମାରମ୍ଭ

BJD

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ବଢୁଛି ଚର୍ଚ୍ଚା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୨୪ ତାରିଖରୁ ବିଜେଡି ସୁପ୍ରିମୋ ପ୍ରଚାର ମଇଦାନକୁ ଓହ୍ଳାଇବେ ବୋଲି ଜାଣିବାକୁ ମିଳିଛି । ତେବେ ଏହି ମହାଯୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଟାର୍ଗେଟ ପାଲଟିଛି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ଏହି ହିଞ୍ଜିଳିରୁ ହିଁ ଚଳିତ ନିର୍ବାଚନର ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ୨୫ ତାରିଖରେ ରାୟଗଡ଼ାରେ ହେବ ଶକ୍ତ ପ୍ରଦର୍ଶନ କରିବ ବିଜୁ ଜନତା ଦଳ ।

Get real time updates directly on you device, subscribe now.