• Likes
  • Followers
  • Subscribers
  • Followers
  • Android App
  • Thursday, September 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ

ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ

By Manas Pradhan Last updated Jan 21, 2024 at 9:54 PM
Logo
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହାର ଲୋଗୋ ଉନ୍ମୋଚନ କରିଥିଲେ । ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସମ୍ମିଳନୀ ମତ ବିନିମୟର ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ‘ଭାଷା ହିଁ ଭବିଷ୍ୟତ’ ଏହି ଲୋଗୋର ଟ୍ୟାଗଲାଇନ୍ ରହିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ । ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ । ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ସରକାରୀ ଗାଡ଼ି, ରାଜ୍ୟର ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ କଲେଜ କାନ୍ଥରେ ମଧ୍ୟ ଏହି ଲୋଗୋକୁ ଚିତ୍ରଣ କରାଯିବା ସହିତ ଜିଲ୍ଲାସ୍ତରରେ ମଧ୍ୟ ଏହାର ବ୍ୟବହାର ନେଇ ପ୍ରୋତ୍ସାହିତ କରାଯିବ ।

ଓଡ଼ିଆ ଭାଷା କିପରି ଆଗକୁ ବଢ଼ିପାରିବ ଓ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଭାଷା କିପରି ଆଦୃତି ଲାଭ କରିପାରିବ ସେନେଇ ଏହି ସମ୍ମିଳନୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ । ଓଡ଼ିଆ ଭାଷାର ବୁଦ୍ଧିଜୀବୀ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ମଧ୍ୟ ଏହି ସମ୍ମିଳନୀ ଏକ ବଳିଷ୍ଠ ମାଧ୍ୟମ ସାଜିବ ବୋଲି କୁହାଯାଉଛି । ରାଜ୍ୟରେ ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ ଅଫିସ, ସରକାରୀ ଅଫିସ, ଘରୋଇ ଅଫିସ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷା ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।

ଆହୁରି ପଢନ୍ତୁ

ଘଟିବ କି ବଡ଼ ଅଘଟଣ! ପୃଥିବୀକୁ ମାଡ଼ି ଆସୁଛି ୧୦୦…

ଫିଜିଓଙ୍କୁ ବଡ଼ ଝଟକା ! ନାମ ଆଗରେ ଡାକ୍ତର…

Share

Prev Post

IISER ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଇଞ୍ଜିନିୟର ଓ ସୁପରିଟେଣ୍ଡେଣ୍ଟ ପଦ ପାଇଁ ବାହାରିଲା ଚାକିରି

Next Post

ମଙ୍ଗଳ ଗ୍ରହରେ ବି ତିଷ୍ଠିପାରିବ ଜୀବଜଗତ! ମହାକାଶରେ ରହି ପ୍ରମାଣ କରିଦେଲା ଏହି ଜୀବ

You might also like More from author
Top Stories

ଘଟିବ କି ବଡ଼ ଅଘଟଣ! ପୃଥିବୀକୁ ମାଡ଼ି ଆସୁଛି ୧୦୦ ଫୁଟର ରାକ୍ଷସ, ନାସା କଲା ସତର୍କ

Breaking News

ଫିଜିଓଙ୍କୁ ବଡ଼ ଝଟକା ! ନାମ ଆଗରେ ଡାକ୍ତର ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଦେଲେ କଡ଼ା…

Asia Cup

ପରବର୍ତ୍ତୀ ମ୍ୟାଚ ଖେଳିବେନି କୁଲଦୀପ! ୪ ୱିକେଟ୍ ନେବା ପରେ ବି ଷ୍ଟାର ସ୍ପିନରଙ୍କ ସହ କାହିଁକି…

Breaking News

Milk Price: କ୍ଷୀର ମୂଲ୍ୟରେ ବଡ଼ ଆଶ୍ୱସ୍ତି! 22 ସେପ୍ଟେମ୍ବରରୁ ଶସ୍ତା ହେବ କ୍ଷୀର; କେତେ ଶସ୍ତା…

Breaking News

ଭଡ଼ା ଘରେ ଚାଲିଥିଲା ରାସଲୀଳା, ଅସଞ୍ଜତ ଅବସ୍ଥାରେ ସ୍ତ୍ରୀକୁ ପ୍ରେମିକ ସହ ଧରିଲା ସ୍ୱାମୀ, ଆଉ…

Breaking News

ନେପାଳରେ ଫଶିଲେ 23 ଓଡ଼ିଆ; ପରିବାରରେ ହାହାକାର, ଉଦ୍ଧାର ପାଇଁ ଚେଷ୍ଟା ଜାରି

Prev Next
Odisha Bhaskar

Recent Posts

ଘଟିବ କି ବଡ଼ ଅଘଟଣ! ପୃଥିବୀକୁ ମାଡ଼ି ଆସୁଛି ୧୦୦…

ସହବାସ ପରେ ଯୌନାଙ୍ଗରେ ହେଉଛି କି ଅସହ୍ୟ…

ଫିଜିଓଙ୍କୁ ବଡ଼ ଝଟକା ! ନାମ ଆଗରେ ଡାକ୍ତର…

ପିଏମ୍ କିଷାନ ୨୧ତମ କିସ୍ତି: ଦୀପାବଳିରେ…

ପରବର୍ତ୍ତୀ ମ୍ୟାଚ ଖେଳିବେନି କୁଲଦୀପ! ୪…

Milk Price: କ୍ଷୀର ମୂଲ୍ୟରେ ବଡ଼ ଆଶ୍ୱସ୍ତି!…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଘଟିବ କି ବଡ଼ ଅଘଟଣ! ପୃଥିବୀକୁ ମାଡ଼ି ଆସୁଛି ୧୦୦…

ଫିଜିଓଙ୍କୁ ବଡ଼ ଝଟକା ! ନାମ ଆଗରେ ଡାକ୍ତର…

ପରବର୍ତ୍ତୀ ମ୍ୟାଚ ଖେଳିବେନି କୁଲଦୀପ! ୪…

Milk Price: କ୍ଷୀର ମୂଲ୍ୟରେ ବଡ଼ ଆଶ୍ୱସ୍ତି!…

Prev Next 1 of 28,253
© 2025 - TK Digital All Rights Reserved.