fbpx

ବଢ଼ିପାରେ ଲକଡାଉନ୍: ୧ଟା ୪୫ରେ ମୁଖ୍ୟ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ୱର(ଓଡିଶା ଭାସ୍କର) : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ୍ ଲାଗୁ କରାଯାଇଛି । ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଥିବା ବେଳେ ଆସନ୍ତାକାଲି ଏହା ସରିବାକୁ ଯାଉଛି । ଏହା ସତ୍ତେ୍ୱ ସଂକ୍ରମଣରେ ରୋକ୍ ଲଗାଯାଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ମୁଖ୍ୟ ଶାସନ୍ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ସୁଚନା ଦେବାକୁ ଯାଉଛନ୍ତି । ଏନେଇ ସେ ୧ଟା ୪୫ରେ ହେବାକୁ ଥିବା ପ୍ରେସମିଟ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ମୁଖ୍ୟ ଶାସନ ସଚିବ ରାଜ୍ୟରେ ଜାରି ରହିଥିବା ଲକଡାଉନ୍ କୁ ବଢ଼ାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.