fbpx
BSKY
BJD MC SKY
BJD YOUTH SKY

ଚଳନ୍ତା ଟ୍ରେନରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା, କ୍ୟାପିଟାଲ୍‌ ହସ୍‌ପିଟାଲ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚଳନ୍ତା ଟ୍ରେନରେ ଶନିବାର ଜଣେ ମହିଳା ଶିଶୁୁତ୍ର ଜନ୍ମ ଦେଇଛନ୍ତି । ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ଟ୍ରେନରେ ଯାତ୍ରା କରୁଥିବାବେଳେ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କୁ ମେରିସାହେଲି ଟିମ୍‌ର ସଦସ୍ୟମାନେ ସେବା କରିଥିଲେ । ଆୟାସା ଖଟୁନୁ ନାମକ ମହିଳା ଜଣଙ୍କ ଶିଶୁ ପୁତ୍ର ଜନ୍ମ ଦେବା ପରେ ତାଙ୍କୁ ପ୍ରଥମେ ରେଲେୱ ଡାକ୍ତର ଏବଂ ଷ୍ଟାଫ୍‌ ଚିକିତ୍ସା କରିଥିବାବେଳେ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଥିଲା  ଆରପିଏଫ୍‌ ।

Get real time updates directly on you device, subscribe now.