fbpx

ଚଳିତ ମାସରେ ଛୋଟ ପିଲାଙ୍କୁ ଦିଆଯିବ ଟିକା ! ଖୁବ୍‌ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ,: ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍‌ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଆଗେ ଟିକା ଦିଆଯିବ । ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କୋଭିଡ -୧୯ ଟାସ୍କ ଫୋର୍ସର ଚେୟାରମ୍ୟାନ୍‌ ଡକ୍ଟର ନରେନ୍ଦ୍ର କୁମାର ଆରୋରା କହିଛନ୍ତି ଯେ, ଏନେଇ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇପାରେ ।

Get real time updates directly on you device, subscribe now.