fbpx

ଚିଲିକାରେ ଡଲଫିନ ଗଣନା ଶେଷ

ଖୋର୍ଦ୍ଧା, ୧୯ା୧(ଓଡ଼ିଶା ଭାସ୍କର): ଚିଲିକା ହ୍ରଦରେ ଡଲଫିନ ଗଣନା ଶେଷ ହୋଇଛି । ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଗଣନା ଶେଷ ହୋଇଛି । ଖୋର୍ଦ୍ଧା ବାଲୁଗାଁ, ପୁରୀର ସାତପଡ଼ା ଓ ଗଞ୍ଜାମର ରମ୍ଭାରେ ଗଣନା ହୋଇଛି । ଏହି ଗଣନାରେ ୨୪ଟି ଟିମରେ ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ ।

Get real time updates directly on you device, subscribe now.