fbpx

ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ, ୧୯ା୧: ବେଙ୍ଗାଲୁରୁରେ ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଦିନିକିଆ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ବୋଲିଂ କରିଥିଲା ଭାରତ । ଅଷ୍ଟ୍ରେଲିଆ ବ୍ୟାଟିଂ କରି ଭାରତ ଆଗରେ ୨୮୭ରନର ବିଜୟ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ୫୦ଓଭରରେ ୨୮୬/୯ କରିଛି । ମହମ୍ମଦ ସାମୀଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଛି । ସେହିପରି ଷ୍ଟିଭେନ ସ୍ମିଥ ଦମଦାର ୧୩୧ରନ କରିଛନ୍ତି । ଏହାସହ ୩ଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ରହିଛି ।

Get real time updates directly on you device, subscribe now.